Browsing Tag

kiss won medals

୨୨ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟନସିପରେ ୧୪ଟି ପଦକ ଜିତି ପ୍ରଥମ ସ୍ଥାନରେ କିସ

କଟକ(କେ ନ୍ୟୁଜ): କଟକର ବାରବାଟୀ ଷ୍ଟାଡିୟମରେ ଉଦଯାପିତ ହେଲା ୨୨ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗୀତା । ଏହି ପ୍ରତିଯୋଗିତାରେ ଆଗରେ ଅଛି କିସ । ମୋଟ ୧୪ଟି ପଦକ ଜିତି କିସ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅଛି ସାଇ ହଲ । ତୃତୀୟ ସ୍ଥାନରେ ରହିଛି କଟକ ଜିଲ୍ଲା ଆର୍ଚେରୀ…