Browsing Tag

kiss

କିଟ୍ ଓ କିସ୍ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ କିଟ୍ ଓ କିସ୍ ପକ୍ଷରୁ ଆଜି ପାଳନ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସ୍ବର୍ଗତ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।…

କିଟ୍ ଓ କିସ୍ ରେ ମହା ଆଡମ୍ବରରେ ପାଳିତ ସରସ୍ବତୀ ପୂଜା

ଭୁବନେଶ୍ୱର (କେନ୍ୟୁଜ୍‌) : କିଟ୍ ଓ କିସରେ ସରସ୍ବତୀ ପୂଜା ମହା ଆଡମ୍ବରରେ ପାଳିତ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କୁନି କୁନି ପିଲାମାନେ ସରସ୍ବତୀଙ୍କ ବନ୍ଦନା ସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।…

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା ଦ୍ଵିତୀୟ ଟ୍ରକ କମଳା

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା ଦ୍ଵିତୀୟ ଟ୍ରକ କମଳା। ନାଗପୁରରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୬ଟନ କମଳା କିସରେ ଆସି ପହଞ୍ଚିଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍ ପିଲାଙ୍କ ପାଇଁ ପ୍ରତିବର୍ଷ ଋତୁ ଅନୁସାରେ ବିଭିନ୍ନ ଫଳ ଦେଶର ବିଭିନ୍ନ ସ୍ଥାନରୁ ଆଣି ପିଲାଙ୍କୁ…

କିସ୍ ରେ ବିରାଟ ଅଭିଭାବକ ସମ୍ମିଳନୀ : ଏକଜୁଟ ହୋଇଛନ୍ତି ୧.୫ ଲକ୍ଷ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ବର କିସ ବିଶ୍ବବିଦ୍ୟାଳୟରେ ଆଜି ଏକାଠି ହୋଇଛନ୍ତି ଲକ୍ଷାଧିକ ଅଭିଭାବକ । ଆୟୋଜିତ ହେଉଛି ବିରାଟ ଅଭିଭାବକ ସମ୍ମିଳନୀ । ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଭିଭାବକରେ ଭରପୂର ହୋଇ ଯାଇଛି। ଗୋଟିଏ ଜାଗାରେ ମିଳିତ ହୋଇଛନ୍ତି…

୪ ଅନାଥ ଝିଅଙ୍କୁ ସାହା ହେଲା କିସ ଫାଉଣ୍ଡେସନ, ଶିକ୍ଷାଦାନ ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ଦୀର୍ଘ ଦୁଇବର୍ଷ ତଳେ ବାପା ଓ ମାଆ ହାତ ଧରାଧରି ହୋଇ ୭ ଦିନ ଭିତରେ ଆରପାରିକୁ ଚାଲିଗଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗ୍ରାମର ଜୁନା ହେମ୍ରମ ଓ ଛିତା ହେମ୍ରମଙ୍କ ମୃତ୍ୟୁ ପରେ ଏବେ ୪ ଝିଅ ଅନାଥ। ଦୁଇ ବର୍ଷ ଧରି ବହୁ କଷ୍ଟରେ ବଡ଼ ଭଉଣୀ ଆର୍ସୁ…

ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ, କିସରେ ପାଳିତ ହେଲା ଉତ୍ସବ

ଭୁବନେଶ୍ବର(କେନ୍ୟୁଜ୍): ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ବୁଧବାର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍  ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ ଓ…

କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ କିସ୍ ହ୍ୟୁମାନିଟାରିଆନ୍ ଆୱାର୍ଡ

କେନ୍ୟୁଜ୍(ବ୍ୟୁରୋ): କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାର୍ଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମାଜସେବା…

G20 ସମ୍ମିଳନୀରେ ଯୋଗ ଦେବାକୁ ଆସିଥବା ଅତିଥିମାନଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି କିସର ୪୦ ହଜାର ଜନଜାତି…

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ G20 ସମ୍ମିଳନୀରେ ଯୋଗ ଦେବାକୁ ଆସିଥବା ଅତିଥିମାନଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି କିସର ୪୦ ହଜାର ଜନଜାତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ G20ର ମାନବ ଲୋଗୋ ପ୍ରସ୍ତୁତ କରି ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏଥିସହ G20 ସମ୍ମିଳନୀ ଆୟୋଜନ ପାଇଁ…

ବାରିପଦା: ଆଦାନୀ କିସ୍ ଆବାସିକ ବିଦ୍ୟାଳୟରେ ବିଶ୍ଵ ସଂସ୍କୃତ ଦିବସ ପାଳିତ, ଆଦିବାସୀ ଛାତ୍ରୀମାନେ ସୁନ୍ଦର ବକ୍ତବ୍ୟ…

କେନ୍ୟୁଜ୍(ବ୍ୟୁରୋ): ଆଜି ବିଶ୍ଵ ସଂସ୍କୃତ ଦିବସ । ଆଦି ଭାଷା ସଂସ୍କୃତରୁ ବିଭିନ୍ନ ଭାଷାର ସୃଷ୍ଟି । ଏହି ଦିବସର ମହତ୍ଵ ବେଶ ଗୁରୁତ୍ଵ ବହନ କରିଥାଏ । ବାରିପଦା ସ୍ଥିତ ଆଦାନୀ କିସ୍ ଆବାସିକ ବିଦ୍ୟାଳୟରେ ବିଶ୍ଵ ସଂସ୍କୃତ ଦିବସ ପାଳନ କରିଛନ୍ତି । ଏହି ଅବସରରେ ଆଦିବାସୀ ଛାତ୍ରୀମାନେ…

ଚନ୍ଦ୍ରଯାନ-୩ ସଫଳ ଅବତରଣ ଦେଖିଲେ କିସର ଛାତ୍ରଛାତ୍ରୀ, ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ହେଲା ପ୍ରକମ୍ପିତ

କେନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧାପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ…

କିସ୍‌ ପୁରାତନ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଟିମ୍‌ ଜାତୀୟ ସ୍ତରରେ ଚମ୍ପିଅନ

କେନ୍ୟୁଜ୍(ବ୍ୟୁରୋ): ରଗ୍‌ବୀ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ କିସ୍‌ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସ ଫଳପ୍ରଦ। କିସ୍‌ ପୁରାତନ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଟିମ୍‌। ଜାତୀୟ ସ୍ତରରେ ଚମ୍ପିଅନ ହୋଇ ସମଗ୍ର ରଜ୍ୟକୁ ଗୌରାବନ୍ଵିତ କରିଛନ୍ତି। ଗତ ୩୦…

ଭୁବନେଶ୍ୱର କିସ୍‌ରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା…

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ କିସ୍‌ ପକ୍ଷରୁ ମହିମା ଧର୍ମର ଆଦ୍ୟ ପ୍ରବକ୍ତା ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କିସ୍‌ ପରିସରରେ ଥିବା ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପୁଷ୍ପମାଲ୍ୟ…