Browsing Tag

kiss

କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍‌ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ବର(କେନ୍ୟୁଜ୍): କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍‌ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର୍‌ ଭିନିଲ୍‌ କ୍ରିଷ୍ଣନ୍‌, ନୂଆଦିଲ୍ଲୀସ୍ଥିତ…

ଦିନକ ପରେ ମେଗା ଅଭିଭାବକ ସମ୍ମିଳନୀ, ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠିଛି କିସ୍‍ ପରିସର

ଭୁବନେଶ୍ବର(କେନ୍ୟୁଜ୍): ଦିନକ ପରେ କିସ୍‍ ମେଗା ଅଭିଭାବକ ସମ୍ମିଳନୀ । ଏଥିପାଇଁ କିସ୍‍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ପରି ଚଳିତବର୍ଷ ଆସନ୍ତା କାଲି ମହା ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସମଗ୍ର…

ଭାରତୀୟ ପୁରୁଷ ହକି ଦଳକୁ ଶୁଭକାମନା: କିସ୍‌ର ଏକାଠି ଦୀପ ଜାଲିଲେ ୩୦ହଜାର ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସମଗ୍ର ଓଡ଼ିଶାରେ ଏବେ ହକି ମାନିଆ । ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ହକିର ମାହୋଲ । ଏଥିରେ ସାମିଲ ହୋଇଥିଲେ କିସ୍‌ର ଛାତ୍ରଛାତ୍ରୀମାନେ । ବିଶ୍ୱକପ୍‌ ପୁରୁଷ ହକିର ଅବ୍ୟବହିତ ପୂର୍ବରୁ ଆଜି କିସ୍‌ର ୩୦ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ଦୀପ ଜାଳି ଭାରତୀୟ ପୁରୁଷ ହକି…

କିସ୍‍ ନୋଡାଲ୍‍ ଏଜେନ୍‍ସୀ: ଭଲିବଲ୍‍ର ପ୍ରସାର ପାଇଁ କିସ୍‌ ପକ୍ଷରୁ ଏମ୍‌ଓୟୁ ସ୍ୱାକ୍ଷର କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ…

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‌ର ପ୍ରସାର ନିମନ୍ତେ କିସ୍‌ ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ, ଏଫ୍‌ଆଇଭିବି ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ…

୩୬ତମ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ନିକଟରେ ସମାପ୍ତ ହୋଇଥିବା ୩୬ତମ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ପୁରସ୍କୃତ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି…

ପୁଣି ବାଜି ମାରିଲା କିସ୍, ଓଏଏସ୍‌ ପରୀକ୍ଷାରେ କିସର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍):ଓଏଏସ୍‌ ପରୀକ୍ଷାରେ କିସର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରି ଓ ନୀଳମାଧମବ ପାତ୍ର । ବଲାଙ୍ଗିର ଜିଲ୍ଲାର ମଣ୍ଟୁ ଖମାରୀ ୨୭୮ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ୩୧୪ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି…

କିସ୍ ଓ ଆମେରିକା ସିଟି ୟୁନିଭରସିଟି ମଧ୍ୟରେ ବୁଝାମଣା: ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ଉଭୟ ଶିକ୍ଷାନୁଷ୍ଠାନ ମିଳିତ…

ଭୁବନେଶ୍ବର(କେନ୍ୟୁଜ୍):  କିସ୍ ବିଶ୍ୱବିଦ୍ୟାଳୟ ଓ ଆମେରିକା ନିଉୟର୍କ ସିଟି ୟୁନିଭରସିଟି ଅଧୀନସ୍ଥ ବ୍ରୋଙ୍କ୍‌ସ କମ୍ୟୁନିଟି କଲେଜ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିସ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟ…

କିସ୍‌ରେ ଡ. ଅଚ୍ୟୁତ ସାମନ୍ତଙ୍କ ଅନନ୍ୟ ଶିକ୍ଷାଦାନ କୌଶଳ ଆଜି ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିଛି

ଭୁବନେଶ୍ୱର (କେନ୍ୟୁଜ୍‌) : କିସ୍ ହେଉଛି ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକି ୨୦୧୩ରେ ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାଥମିକ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ କରିଥିଲା। ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଶିଶୁମାନଙ୍କୁ ସେମାନଙ୍କ କଥିତ ଓ ପ୍ରଚଳିତ ଭାଷାରେ ଶିକ୍ଷାଦାନ…

କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘କିସ୍’ ବିଶ୍ୱର…

ଭୁବନେଶ୍ବର(କେନ୍ୟୁଜ୍):ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର। ଆଜି କିସ୍‌ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‌କୁ  ମିଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ…

କିସରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ, ୩୦ ହଜାର ଛାତ୍ରଛାତ୍ରୀ ଏକତ୍ର ଭାବେ କରିବେ ପାଳନ

ଭୁବନେଶ୍ୱର(କେନ୍ୟୁଜ) : କିସରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ୧୪ ତାରିଖରେ ବିଶ୍ୱର ସର୍ବବୃହତ ଜନଜାତି…

କିସ୍‌ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି ବିଶ୍ୱ ଜନଜାତି ଦିବସ, ଟ୍ରାଇବାଲ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର…

ଭୁବନେଶ୍ବର(କେନ୍ୟୁଜ୍):କିସ୍‌ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି ବିଶ୍ୱ ଜନଜାତି ଦିବସ । ଏହି ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଟ୍ରାଇବାଲ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା । ଆଦିବାସୀମାନଙ୍କର ସାମାଜିକ…