ଅଜି ହେଉଛି ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ ତମ ଜୟନ୍ତୀ, କିସ ପରିସରରେ ପାଳିତ ହେଲା ସ୍ମୃତି ସଭା
ଭୁବନେଶ୍ବର(କେନ୍ୟୁଜ୍): ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ ତମ ଜୟନ୍ତ୍ରୀ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ କିସ୍ ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ କିଟ୍ ଓ କିସ୍ର…