ଫ୍ରିଜରେ ରଖାଯାଇଥିବା ଅଟାରୁ ରୁଟି ତିଆରି କରୁଛନ୍ତି କି? ହୋଇପାରେ ଅନେକ କ୍ଷତି
ବିଶେଷଜ୍ଞମାନେ ସର୍ବଦା ଅଟା ଚକଟିବା ପରେ ଏହାକୁ ତୁରନ୍ତ ରୁଟି କରି ଖାଇବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ପ୍ରାୟତଃ ଅଳସୁଆମି ହେତୁ ଲୋକମାନେ ଏକାସହିତ ଅଧିକ ଅଟା ଚକଟି ଫ୍ରିଜରେ ରଖନ୍ତି ଏବଂ ପରେ ଏହି ରଖାଯାଇଥିବା ଅଟାରୁ ରୁଟି ତିଆରି କରି ଏହାକୁ ଖାଆନ୍ତି । ଯଦି ଆପଣ ମଧ୍ୟ ଏଭଳି…