Browsing Tag

kitchen tips

ରୋଷେଇ ଘରେ ରଖାଯାଉଥିବା ଏହି ଜିନିଷଗୁଡ଼ିକର ନାହିଁ ଏକ୍ସପାରୀ ଡେଟ୍‌, ଜାଣନ୍ତୁ ସେଗୁଡ଼ିକୁ ରଖିବାର ସଠିକ୍ ଉପାୟ

ଆପଣମାନେ ଜାଣିଥିବେ ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷ ବର୍ଷ ବର୍ଷ ଧରି ଖରାପ ହୁଏ ନାହିଁ । କିନ୍ତୁ କ’ଣ ଆପଣ ମଧ୍ୟ ଏହି ଜିନିଷଗୁଡ଼ିକୁ ଫୋପାଡ଼ି ଦେବାର ଭୁଲ କରୁଛନ୍ତି କି ? ସେଥିପାଇଁ ଆସନ୍ତୁ ଜାଣିବା କିଛି ଖାଦ୍ୟ ସାମଗ୍ରୀ ବିଷୟରେ ଯାହାର କୌଣସି ଏକ୍ସପାରୀ ଡେଟ୍‌ ନାହିଁ । ତେବେ…

ନନ୍‌ଷ୍ଟିକ ବାସନ କରିବ ଚକଚକ୍‌, ଆପଣାନ୍ତୁ ଏହି ଉପାୟ

ଭାରତରେ ଅଧିକାଂଶ ରୋଗ ତେଲିଆ ଖାଦ୍ୟ ଯୋଗୁଁ ହେଉଛି। ମୋଟାପଣ, ଉଚ୍ଚ କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଡାଇବେଟିଜ ଏବଂ ହାର୍ଟଆଟାକ ଭଳି ରୋଗ ସାମିଲ ରହିଛି। ଏମିତି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଆଜିକାଲି ନନ୍‌ ଷ୍ଟିକ ବାସନର ବ୍ୟବହାର କରୁଛନ୍ତି। ଏହି ବାସନରେ ଭୋଜନ ପ୍ରସ୍ତୁତ…

ରୋଷେଇ ଘରେ ଅତ୍ୟଧିକ ପିମ୍ପୁଡ଼ି ହେଉଛି କି ? ଆପଣାନ୍ତୁ ଏହି ୪ଟି ଉପାୟ

ଆପଣମାନେ ତ ଜାଣିଥିବେ ଯେ ମିଠା ଦେଖିବା ମାତ୍ରେ ପିମ୍ପୁଡ଼ି ରୋଷେଇ ଘରେ ପହଞ୍ଚିଯାଏ । ଏଥିପାଇଁ କିଛି ଲୋକ ପ୍ରାୟତଃ ନିଜ ରୋଷେଇ ଘରେ ପିମ୍ପୁଡ଼ି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହା ସହ ଯଦି ଆପଣମାନେ ରୋଷେଇ ଘରେ କିଛି ଖାଦ୍ୟ ଖୋଲା ଛାଡିଦିଅନ୍ତି, ତାହେଲେ ସେହି ଜିନିଷରେ ତୁରନ୍ତୁ…

କିଚେନ୍‌ ହ୍ୟାକ୍: ଗ୍ରେଭିରେ ଅଧିକ ତେଲ ପଡିଯାଇଛି କି? ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଶୀଘ୍ର ରାନ୍ଧିବା ସମୟରେ ଖାଦ୍ୟରେ ଅଧିକ ତେଲ ପଡିଯାଇଯାଏ । କିଛି ଲୋକ ଏହା ଜାଣିଶୁଣି କରନ୍ତି, କାରଣ ସେମାନେ ଭାବନ୍ତି ଯେ ଅଧିକ ତେଲ ପକାଇଲେ ଗ୍ରେଭି ବା ମସଲା ଅଧିକ ସ୍ଵାଦିଷ୍ଟ ହୋଇଥାଏ। କିନ୍ତୁ ତାହା ସତ ନୁହେଁ । ଅତ୍ୟଧିକ ତେଲ ଖାଇବା ଦ୍ୱାରା ମୋଟାପଣ ଏବଂ ହାଇକୋଲେଷ୍ଟ୍ରଲ…

ଅଟା ଚକଟିବା ବେଳେ ସାମାନ୍ୟ ଭୁଲ୍‌ ଆପଣଙ୍କ ପରିବାର ପାଇଁ ଆଣିଦିଏ ଆର୍ଥିକ ସମସ୍ୟା, ପରିବାରର ଲୋକଙ୍କର ହୁଏନି ଉନ୍ନତି

ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ଅଟା ନିଶ୍ଚିତ ଚକଟା ଯାଉଥିବ । କିନ୍ତୁ ଅଟା ଚକଟିବା ବେଳେ କିଛି ଭୁଲ ଆପଣଙ୍କ ଜୀବନରେ ଖରାପ ଏବଂ ଅଶୁଭ ପ୍ରଭାବ ପକାଇଥାଏ ବୋଲି ବହୁତ କମ୍‌ ଲୋକେ ଜାଣିଛନ୍ତି। ସାଧାରଣତଃ ଲଞ୍ଚ୍‌ କିମ୍ବା ଡିନର ପାଇଁ ରୁଟି ତିଆରି କରିବା ସମୟରେ ଅନେକ ବାର ଆବଶ୍ୟକତା ଠାରୁ ଅଧିକ…

କୁକର ସିଟି ମାରିବା ବେଳେ ବାହାରି ଆସୁଛି କି ଖାଦ୍ୟ, ତେବେ ଆପଣଙ୍କ ସମସ୍ୟା ଦୂର କରିବ ଏହି ଟିପ୍ସ

ଡାଲି ହେଉ କିମ୍ବା ଭାତ, ସମୟ ବଞ୍ଚାଇବା ପାଇଁ ଅଧିକାଂଶ ମହିଳା ଖାଦ୍ୟକୁ କୁକରରେ ବନାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଥର ମହିଳାଙ୍କ ପାଟିରୁ ଏହା ଶୁଣିବାକୁ ମିଳିଥାଏ ଯେ ଡାଲି କିମ୍ବା ଭାତ ବନାଇବା ସମୟରେ ସିଟି ମାରିବା ସହିତ ଖାଦ୍ୟ ବି ବାହାରକୁ ବାହାରି ଆସି ତଳେ ପଡିଯାଏ। ଯେଉଁ…

ବର୍ଷାଦିନରେ ସଢିବନି କି ନଷ୍ଟ ହେବନି ଧନିଆପତ୍ର, ଜାଣନ୍ତୁ କେମିତି କରିବେ ଷ୍ଟୋର

ବର୍ଷାଦିନ ଆସିବା ମାତ୍ରେ ଶାଗ, ଧନିଆପତ୍ର ଭଳି ଜିନିଷ ବହୁତ ଜଲଦି ଖରାପ ହୋଇଯାଏ। ବର୍ଷାଦିନରେ ଏହିସବୁ ଜିନିଷ ୧-୨ ଦିନରୁ ଅଧିକ ସମୟ ରହିପାରେ ନାହିଁ। ସେହିପରି ମାର୍କେଟରେ ଧନିଆପତ୍ର ବର୍ଷାଦିନରେ ମହଙ୍ଗା ହୋଇଯାଏ। ପାଣିପାଗରେ ପରିବର୍ତ୍ତନ ଓ ବର୍ଷା ଯୋଗୁଁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ…

ଇଣ୍ଡକସନରେ ଖାଦ୍ୟ ବନାଇବା ପୂର୍ବରୁ ଏହି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଯମା ବି ହେବନି ଖରାପ

ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍‌ କୁକିଙ୍ଗ୍‌ ହୋଇଥାଏ। ଏମିତିରେ ଗ୍ୟାସ୍‌ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ ଏହାର ଅନେକ ଗୁଣା ଫାଇଦା ରହିଛି…

ବଜାରରୁ କିଣୁଥିବା ସେଓ ମିଠା ଓ ରସୁଆଳ କେମିତି ଜାଣିବେ ? ଆପଣାନ୍ତୁ ଏହି ଟିପ୍ସ

ବଜାରରୁ ଆପଣ ସେଓ ନିଶ୍ଚିତ କିଣିଥିବେ। ଆଉ ବେଳେ ବେଳେ ସେଓ ଭଲଦେଖି କିଣିଥିବା ସତ୍ତ୍ୱେମଧ୍ୟ ଖରାପ ପଡିଥାଏ। ଦୋକାନୀ ମଧ୍ୟ ଗ୍ରାହକଙ୍କୁ ମିଛ କହି ସେଓ ବିକ୍ରି କରିଦିଏ। ଆଉ ଆପଣ କିଣି ପରେ ଘରକୁ ଫେରିବା ପରେ ପଇସା ମଧ୍ୟ ବରବାଦ ହୁଏ ବୋଲି ଭାବନ୍ତି। କିନ୍ତୁ ଆପଣ ବଜାରରେ ମିଳୁଥିବା ସେଓ…

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏହି ସହଜ ଟ୍ରିକ୍‌କୁ କରନ୍ତୁ ଫଲୋ; ହାତ ଚାଟି ଖାଇବେ ଘର ଲୋକ

ସବୁ ଗୃହିଣୀ ଚାହାଁନ୍ତି, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ସମସ୍ତେ ପ୍ରଶଂସା କରନ୍ତୁ। ଏଥିପାଇଁ ଅନେକ ବାର ସେମାନଙ୍କୁ ରୋଷେଇ ଘରେ ଘଣ୍ଟା ଘଣ୍ଟା ଧରି ବିତାଇବାକୁ ପଡ଼ିଥାଏ। ବେଳେବେଳେ ଏମିତି ବି ହୁଏ, ଅଧିକ ପରିଶ୍ରମ ପରେ ମଧ୍ୟ ଖାଦ୍ୟରେ ସ୍ୱାଦ ଆସିପାରି ନ ଥାଏ। ଆପଣଙ୍କ ସହିତ ବି…

ରୋଷେଇ ଘରେ ଲୁଚି ରହିଥିବା ଅସରପା ଓ ପୋକକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏମାନଙ୍କୁ ତଡିବାର ଘରୋଇ ଉପଚାର

ପ୍ରତ୍ୟେକ ଘରର ମହିଳା ମାନଙ୍କର ଗୋଟିଏ ମୁଖ୍ୟ ସମସ୍ୟା ରହିଥାଏ । ତା’ ହେଉଛି ରୋଷେଇ ଘର ଓ ରୋଷେଇ ଘରେ ଥିବା ଆଲମାରୀ । ଏହାକୁ ଯେତେ ସଫା କରିଲେ ମଧ୍ୟ ଅସରପା ଓ ଅନ୍ୟ ପୋକ ଲୁଚି ରହିଯାଆନ୍ତି । ଆପଣ ଯଦି ଏମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆପଣ କିଛି ଘରୋଇ ଉପାୟ ଅବଲମ୍ବନ କରି…

ମଇଳା ଏବଂ କଳା ପଡିଯାଇଥିବା ଚା ଛଣାକୁ ଏପରି କରନ୍ତୁ ସଫା, ନୂଆ ଭଳି ମାରିବ ଚକଚକ୍‌

ସମସ୍ତଙ୍କ ଘରେ ପ୍ରାୟ ସବୁଦିନ ଚା ହୋଇଥାଏ। ଆଉ ଚା ଛଣା ସମସ୍ତଙ୍କ ଘରେ ବ୍ୟବହାର କରାଯାଏ। ପ୍ରତିଦିନ ସକାଳୁ ଉଠିଲେ ଲୋକେ ଚା ପିଇଥାନ୍ତି। ଅଧିକାଂଶ ଲୋକଙ୍କ ଘରେ ଚା ବିନା ଲୋକଙ୍କର ସକାଳ ଆରମ୍ଭ ହୋଇନଥାଏ। ଚା ବନାଇବା ପରେ ଚା ଛଣାରେ ଚାକୁ ଛଙ୍କାଯାଇଥାଏ। ପ୍ରତ୍ୟେକ ଦିନ ଚା ଛଣାକୁ…