ପୁଣି କୁଲଦୀପଙ୍କ କମାଲ, ୪ ୱିକେଟରେ କୋଲକାତାକୁ ହରାଇଲା ଦିଲ୍ଲୀ
ପୁଣି ଚମକିଲେ କୁଲଦୀପ ଯାଦବ । ଦିଲ୍ଲୀ କ୍ୟାପିଟାଲସ୍ ୪ ଓ୍ଵିକେଟରେ ବିଜୟୀ । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଯାଦୁକରୀ ସ୍ପିନ ବୋଲିଂ କରି କୁଲଦୀପ ଯାଦବ ଦିଲ୍ଲୀ କ୍ୟାପିଟାଲସକୁ ବିଜୟୀ କରାଇଛନ୍ତି । ଦିଲ୍ଲୀ ୪ ଓ୍ଵକେଟରେ ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ମ୍ୟାଚରେ ପ୍ରଥମେ…