ଆଜି ମଇଦାନରେ ମୁହାଁମୁହିଁ ହେବେ କୋଲକତା ଏବଂ ବାଙ୍ଗାଲୋର, ପଏଣ୍ଟ ତାଲିକାରେ ଶୀର୍ଷକୁ ଯିବା ପାଇଁ କରିବେ ଚେଷ୍ଟା
ଆଜି ଆଇପିଏଲ୍ ସିଜନ ୧୩ର ୩୯ ମ୍ୟାଚରେ ମୁହାଁମୁହି ହେବେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୟୁଏଇର ଶେଖ ଜାଏଦ ଷ୍ଟାଡିଅମ, ଆବୁଧାବି ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ଆଜିର ମ୍ୟାଚରେ ଦୁଇଟି ଯାକ ଟିମ୍ ମ୍ୟାଚ ଜିତିବାକୁ ଚେଷ୍ଟା କରିବ।
ଆଇପିଏଲ ପଏଣ୍ଟ…