ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା
ଆଇପିଲରେ ଆଜି ଟିକେଟ ଟୁ ଫିନାଲେ । ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା । ଯିଏ ଜିତିବ, ଫାଇନାଲକୁ ଯିବ । ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ । ତେଣୁ ଆଜିର ମ୍ୟାଚ…