ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତ ଦେଖିବାକୁ ମିଳିଥିଲା । ଟିମର ମାଲିକ ତଥା ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ମଧ୍ୟ ଶୁଭେଚ୍ଛା…