କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ମିଳିବ ସୁଯୋଗ, ଇନ୍ଦୋର ଟେଷ୍ଟ ପାଇଁ ବଦଳିବ ସମ୍ଭାବ୍ୟ ଭାରତୀୟ ଏକାଦଶ
ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇନ୍ଦୋରରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ପ୍ରଥମ ୨ଟି ଟେଷ୍ଟ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ଭାରତ ପାଖରେ ସିରିଜ ଜିତିଲେ ଆଇସିସି ଓ୍ଵାଲର୍ଡ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପକ୍କା…