Browsing Tag

KL Rahul

ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ୍‌ ରାହୁଲ ଓ ପତ୍ନୀ ଆଥିୟା କଲେ ବାବା ମହାକାଳଙ୍କୁ ଦର୍ଶନ; ଦେଖିଲେ ବାବାଙ୍କ ଭସ୍ମ…

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ରବିବାର ନିଜ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ସହ ଉଜ୍ଜୈନର ବାବା ମହାକାଳଙ୍କ ଦରବାରରେ ପହଞ୍ଚିଛନ୍ତି ଏବଂ ଏଠାରେ ଉଭୟ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କେଏଲ୍‌ ରାହୁଲ ଓ ଆଥିୟା ମହାକାଳଙ୍କ…

ରାହୁଲଙ୍କ ଉପ ଅଧିନାୟକ ପଦ ଛଡାଇ ନେଲା ବିସିସିଆଇ, ଦ୍ରାବିଡଙ୍କ ସମର୍ଥନ ମଧ୍ୟ କାମ ଦେଲାନି

ବର୍ଡର-ଗାଭାସ୍କର ଟ୍ରଫିରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଟିମରେ କୌଣସି ଖାସ୍‌ ପରିବର୍ତ୍ତନ କରାଯାଇନାହିଁ । ହେଲେ କେଏଲ ରାହୁଲଙ୍କ ଠାରୁ ଉପଅଧିନାୟକ ପଦ ଛଡାଇ ନିଆଯାଇଛି । ଲଗାତାର ଖରାପ ଫର୍ମ ଯୋଗୁଁ କେଏଲ୍‌ ରାହୁଲଙ୍କ ଉପରେ ବିସିସିଆଇ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ସାଇବାବାଙ୍କୁ ଦର୍ଶନ ପାଇଁ ମନ୍ଦିର ପହଞ୍ଚିଲେ କେଏଲ ରାହୁଲ, କୁନି…

ଆସନ୍ତାକାଲିରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେଉଛି । ୪ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ନାଗପୁରରେ ଖେଳାଯିବ । ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ବଜାୟ ରଖିବା ପାଇଁ ଭାରତ ଏହି ସିରିଜ ଜିତିବା ଆବଶ୍ୟକ । ତେଣୁ ଏହାପୂର୍ବରୁ ମନ୍ଦିର ଯାଇ…

ମହେନ୍ଦ୍ର ସିଂହ ଧୋନୀ ଓ କୋହଲି କେଏଲ୍‌ ରାହୁଲଙ୍କ ବିବାହରେ ଦେଲେ ସାଢ଼େ ତିନି କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ : ଭାରତର ଓପନର ବ୍ୟାଟ୍ସମ୍ୟାନ୍‌ ତଥା ଓ୍ଵକେଟ କିପର କେ ଏଲ୍‌ ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅଙ୍କୁ ବିବାହ କରିଛନ୍ତି । ୨୩ ଜାନୁଆରୀରେ ଖଣ୍ଡାଲାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଉଭୟଙ୍କ ବିବାହରେ ତାଙ୍କର ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ରାହୁଲଙ୍କୁ…

ଆଥିୟା ସେଟ୍ଟିଙ୍କ ବିବାହ ଲେହେଙ୍ଗା ବହୁତ ଖାସ୍‌; ତିଆରି କରିବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା!

ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟି ଓ ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ୨୩ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନିଲ ସେଟ୍ଟିଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଆଥିୟା ଓ କେଏଲ୍‌ ରାହୁଲଙ୍କ ବିବାହକୁ ଫ୍ୟାନ୍‌ମାନେ ଦୀର୍ଘ ଦିନରୁ ଉତ୍ସାହର…

କେଏଲ୍‌ ରାହୁଲଙ୍କ ହାତ ଧରିଲେ ଆଥିୟା ସେଟ୍ଟି; ବିବାହ ପରେ ବାହାରକୁ ଆସି ମିଡିଆକୁ ମିଠା ବାଣ୍ଟିଲେ ସୁନିଲ ସେଟ୍ଟି

ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ସବୁଦିନ ପାଇଁ କ୍ରିକେଟର କେଏଲ୍‌ ରାହୁଲଙ୍କ ହାତ ଧରିଛନ୍ତି। ଦୁଇ ସେଲିବ୍ରିଟିଙ୍କ ବିବାହ ସୁନିଲ ସେଟ୍ଟିଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ସମ୍ପନ୍ନ ହୋଇଛି। ଏହି ବିବାହରେ ବଲିଉଡ୍‌ ଏବଂ କ୍ରିକେଟ ଜଗତର ବଛା ବଛା ଷ୍ଟାର୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା।…

କେଏଲ ରାହୁଲ ଏବଂ ଆଥିୟା ବିବାହ ଉତ୍ସବ : ଅତିଥିଙ୍କୁ କଦଳୀ ପତ୍ରରେ ପରଷାଯିବ ଖାଇବା, ଫଟୋ ଉଠାଇବାକୁ କରାଯାଇଛି ବାରଣ

କ୍ରିକେଟ ଜଗତ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଆଜି ବଡ ଦିନ । କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଆଜି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ବିବାହ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ହେବ । ବିବାହ ଯେତିକି ବଡ ହେବ ରିସେପସନ ମଧ୍ୟ…

ବାଂଲାଦେଶ ଓ ଭାରତ ଶେଷ ଦିନିକିଆ, ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ

ଆଜି ବାଂଲାଦେଶ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଚଟୋଗ୍ରାମରେ ଏହି ମ୍ୟାଚ୍ ଖେଳାଯିବ । ୨-୦ରେ ବାଂଲାଦେଶ ଆଗୁଆ ସିରିଜ କବଜା କରିଛି । ଆଜିର ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ସିରିଜ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିବ ଘରୋଇ ଦଳ ।…

ବାଂଲାଦେଶ ସିରିଜ୍‌ ପରେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ; ବିସିସିଆଇଠୁ ମାଗିଲେ ବ୍ରେକ୍‌!

ଭାରତୀୟ ଟିମ୍‌ର ଓପ୍‌ନର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ବଲିଉଡ୍‌ର ଭେଟେରାନ କଳାକାର ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ବିବାହ କରିବେ। ଏହି କଥାକୁ ନେଇ ମିଡିଆରେ ଜୋର୍‌ସୋରରେ ଚର୍ଚ୍ଚା ଚାଲିଛି। ନିଜେ ସୁନିଲ ସେଟ୍ଟୀ…

ଭାରତକୁ ମିଳିଗଲା ନୂଆ ବିସ୍ଫୋରକ ଓପନର,ବାଦ ପଡ଼ିବେ କେ.ଏଲ୍‌. ରାହୁଲ

କେନ୍ୟୁଜ୍‌: ଆଇସିସି ଟି-୨୦ ବିଶ୍ୱକପରୁ ଭାରତ ବାଦ ପଡ଼ିବା ପରେ ଏବେ ଟିମ୍‌ରେ ଖେଳାଳି ଚୟନକୁ ନେଇ ମାନସ ମନ୍ଥନ ଚାଲିଛି । ଗତ ଗୁରୁବାର ଦିନ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ୧୦ ଓ୍ଵିକେଟର ଭାରତର ଶୋଚନୀୟ ପରାଜୟ ଏବେ ଚିନ୍ତାର ବିଷୟ ହୋଇଛି । ଭାରତ-ଇଂଳଣ୍ଡ ମ୍ୟାଚ ପରାଜୟର ମୁଖ୍ୟ କାରଣ…

ହାତକୁ ଦୁଇ ହାତ ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ, ଡିସେମ୍ବରରେ ହୋଇପାରେ ବିବାହ !

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି । ଅନେକ ସମୟ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଆଥିୟା ହେଉଛନ୍ତି ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ । ବିବାହର ଭେନ୍ୟୁ ଫାଇନାଲ୍‌ ହୋଇସାରିଛି । ତେବେ ବିବାହ ତାରିଖ ସ୍ଥିର ହୋଇନାହିଁ…

ବିବାହ ବନ୍ଧନରେ ବାନ୍ଧି ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ; ବାପା ସୁନିଲ ସେଟ୍ଟୀ କଲେ କନ୍‌ଫର୍ମ

ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ ଦୀର୍ଘ ଦିନରୁ ରିଲେସନଶିପ୍‌ରେ ଅଛନ୍ତି। ଏମାନେ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି। ଅଭିନେତ୍ରୀ ଆଥିୟା ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ହୋଇଥିବା…