Browsing Tag

knewsodisha

ଘୋଷଣା ହେଲା ‘ଭୁଲ୍ ଭୁଲେୟା ୨’ ରିଲିଜ୍ ଡେଟ୍, ତବୁଙ୍କ ସହ ପୋଷ୍ଟ ସେୟାର କଲେ କାର୍ତ୍ତିକ ଆର୍ଯ୍ୟାନ୍

କୋଭିଡ଼ ପରିସ୍ଥିତି ଅତି ଖରାପ ଥିବା ହେତୁ କାର୍ତ୍ତିକ ଆର୍ଯ୍ୟାନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ 'ଭୁଲ୍ ଭୁଲେୟା ୨' ହଲରେ ରିଲିଜ୍ ହୋଇପାରିନଥିଲା। ପ୍ରଥମରୁ ଏହା ୨୦୨୦ ମସିହା ଜୁଲାଇ ମାସରେ ସିନେମା ଘରେ ରିଲିଜ୍ ହେବାର ଥିଲା କିନ୍ତୁ ମହାମାରୀ ପାଇଁ ପ୍ରଡକ୍ସନ ହାଉସ ତରଫରୁ ଏହାକୁ ରୋକା…

ଆସନ୍ତା ମାସ ସୁଦ୍ଧା ବାହାହେବେ ରୋନାଲ୍ଡୋ, ବିବାହ ପୂର୍ବରୁ ୪ଟି ସନ୍ତାନର ବାପା

କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ । ଫୁଟବଲ ଜଗତର ଜଣେ ପ୍ରସିଦ୍ଧ ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋ। ତାଙ୍କର ପ୍ରଶଂସକ ସଂଖ୍ୟା ମଧ୍ୟ ଅଧିକ।ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଖୁବ୍ ଚର୍ଚ୍ଚିତ। ଏମିତିବି କହିହେବ ଯେ…

ହିମୋଗ୍ଲୋବିନ୍ କମ୍ ପାଇଁ ଶରୀରରେ ଆଇରନ ମଧ୍ୟ କମ୍ ହୋଇଥାଏ, ଖାଆନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀର ପାଇଁ ସବୁ ପ୍ରକାର ଭିଟାମିନ ଓ ପ୍ରୋଟିନ ଏବଂ ଆଇରନ୍ ଆବଶ୍ୟକ। ଯଦି ଏହି ସବୁ ଉତ୍ପାଦନ ଶରୀରରେ କମ୍ ଥାଏ ତେବେ ଅନେକ ରୋଗ ଦେଖାଯିବ। ଅନେକ ସମୟରେ ସବୁଠୁ ଆବଶ୍ୟକ ଜିନିଷ ହେଉଛି ହିମୋଗ୍ଲୋବିନ୍ । ହିମୋଗ୍ଲୋବିନର ମାତ୍ରା ଶରୀରରେ କମ୍ ଥିଲେ ଏହା ଆଇରନ ମଧ୍ୟ କମ୍ କରିଥାଏ । ଯାହା…

ବହୁ ପ୍ରତୀକ୍ଷିତ ଫିଲ୍ମ RRR ର ଫାଇନାଲ ରିଲିଜ୍ ଡେଟ୍ ଘୋଷଣା, ଦର୍ଶକଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି ଫିଲ୍ମ

କରୋନା ପାଇଁ ଫିଲ୍ମ “RRR”କୁ ଥିଏଟରରେ ଅନେକ ଥର ରିଲିଜ୍ ହେବା ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ଫାଇନାଲ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ମେକର। ତେବେ ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହା ଏକ କାଳ୍ପନିକ…

କେବଳ ଅଲ୍ଲୁ ଅର୍ଜୁନ ନୁହେଁ, ଅଭିନୟ ଦୁନିଆରେ ବହୁତ୍ ଆଗରୁ ପରିବାରରେ ଅଛନ୍ତି ବଡ଼ ବଡ଼ କଳାକାର

ପୁଷ୍ପା ଫିଲ୍ମର ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ତାଙ୍କ ଅଭିନୟକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। କିନ୍ତୁ ତାଙ୍କ ପରିବାରରେ ସେ କେବଳ ଏକମାତ୍ର ଅଭିନେତା ନୁହଁନ୍ତି, ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ ଅଲ୍ଲୁଙ୍କ ପରିବାରରେ ଅନେକ ଅଭିନେତା…

ମୃତ୍ୟୁକୁ ମାତ୍‌ ଦେବାକୁ ବେଜୋସ୍‌ଙ୍କ ପ୍ରୟାସ: ଅମର ହେବା ପାଇଁ ଜେଫ ବେଜୋସଙ୍କ ଉଦ୍ୟମ ଆରମ୍ଭ, ବୁଢ଼ା ନହେବାକୁ…

ଦୁନିଆରେ ଯିଏ ବି ଜନ୍ମ ନିଏ ତାର ମୃତ୍ୟୁ ନିଶ୍ଚିତ। ତଥାପି ମଣିଷ ମୃତ୍ୟୁକୁ ଭୟ କରେ ଓ ମରିବାକୁ ଚାହେଁ ନାହିଁ । ଅନେକ ଲୋକ ଅଛନ୍ତି ଏ ସତ୍ୟକୁ ଗ୍ରହଣ ନକରି ଅମର ହୋଇ ରହିବା ପାଇଁ ଚାହାନ୍ତି । ଅବଶ୍ୟ ଇଏ ଏବେକାର ନୁହେଁ ଯୁଗ ଯୁଗରୁ ମଣିଷର ଇଚ୍ଛା ଏଇଆ ରହି ଆସିଛି । ଯାହା ସମ୍ଭବ ହୋଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ବିଶ୍ୱର ପ୍ରଥମ ନେତା ଯାହାଙ୍କର ୟୁଟ୍ୟୁବ ଚ୍ୟାନେଲରେ ୧ କୋଟି ଟପିଲା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଯେତିକି ସକ୍ରିୟ ସେତିକି ଲୋକପ୍ରିୟ। ଟ୍ୱିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ପ୍ରଫେସନାଲ ଫଟୋ ଏବଂ ଭିଡିଓ ସବୁବେଳେ ସେୟାର କରିଆସୁଛନ୍ତି । ଯାହାକୁ ଅନେକ ଲୋକ ମଧ୍ୟ ଦେଖନ୍ତି ।…

ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ ହେବ Jio ର ପ୍ରଥମ ସ୍ମାର୍ଟଫୋନ୍, ୯ ହଜାର ଟଙ୍କା ଫୋନରେ ରହିଛି ଦମଦାର ଫିଚର୍

ମାର୍କେଟରେ ଭଲ ଫିଚର୍ ସହିତ ଲଞ୍ଚ ହେବାକୁ ଯାଉଛି ଜିଓର 5G ଆଣ୍ଡ୍ରଏଡ ସ୍ମାର୍ଟ ଫୋନ୍। ଯାହାର ମୂଲ୍ୟ ରହିଛି ୯୦୦୦ ଟଙ୍କା। ତେବେ ଆପଣ ଯଦି ଜିଓ ଫୋନ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଫୋନ୍ କିଣିପାରିବେ କାରଣ ଏହାର ଦମଦାର ଫିଚର୍ ରହିଛି। ଏହା ମାର୍କେଟରେ 5G କଷ୍ଟମ୍…

ଆଜି ସାଉଥ୍ କମେଡିଆନ୍ ବ୍ରହ୍ମାନନ୍ଦନମଙ୍କ ଜନ୍ମ ଦିନ, ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ଅଛି ତାଙ୍କ ନାମ

ସାଉଥ୍ କମେଡିଆନ ବ୍ରହ୍ମାନନ୍ଦନମଙ୍କ ପରିଚୟ ଦେବାକୁ ପଡ଼ିବନି । ତାଙ୍କର ଦମଦାର କମେଡି ଅକ୍ଟିଂ ପାଇଁ ତାଙ୍କୁ ସମସ୍ତେ ଜାଣନ୍ତି । ସେ ଜଣେ ଏମିତି ହାସ୍ୟ ଅଭିନେତା, ତାଙ୍କ ରେକର୍ଡ ଭାଙ୍ଗିବା କୌଣସି କମେଡିଆନଙ୍କ ପାଇଁ ସହଜ କଥା ନୁହେଁ। ତେବେ ଆଜି ସେ ୬୬ ବର୍ଷ ବୟସରେ ପାଦ ଥାପିଛନ୍ତି ।…

ଏଠି ମନ୍ଦିର ହେଉଛି ନର୍କ ଦ୍ଵାର, ଥରେ ଯିଏ ଭିତରକୁ ଯାଏ ସେ ଆଉ ଫେରେନି

ବିଶ୍ବରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏମିତିକି ଯାହା ବିଷୟରେ ଶୁଣିଲେ ଆପଣ ଆଜି ବି ଆଶ୍ଚର୍ଯ୍ୟ ହୋଇଯିବେ। ପୁଣି ଏହି ସବୁ ସ୍ଥାନମାନଙ୍କରେ ଏଭଳି ଅଜବ ଘଟଣା ଘରେ ନିଜ ଆଖିରେ ନ ଦେଖିଲେ କେହି ଏହାକୁ ବିଶ୍ୱାସ କରିବେ ନାହିଁ। ଜଣେ ମନ୍ଦିର କଣ ପାଇଁ ଯାଏ, ଆପଣ ଜାଣିଥିବେ । ଭଗବାନଙ୍କ ପାଖରେ…

ବଲିଉଡ଼ରେ ପାଦ ଥାପିଲେ ସାଉଥ୍ ଷ୍ଟାର ବିଜୟ ସେଥୁପତି, ପ୍ରଥମ ଫିଲ୍ମ ସିଧା ଗଲା OTT ପ୍ଲାଟ୍ଫର୍ମ

ବର୍ତ୍ତମାନ ବଲିଉଡ଼ରେ ସାଉଥ୍ ଷ୍ଟାର ନିଜର କ୍ୟାରିୟର ଆରମ୍ଭ କଲେଣି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଭଲ ପରିଚୟ ତିଆରି କରିଥିବା ଅଭିନେତା ବିଜୟ ସେଥୁପତି ମଧ୍ୟ ନିଜର ବଲିଉଡ ଡେବ୍ୟୁଟ କରିଛନ୍ତି। କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ 'ମୁମ୍ବାଇକର' ଆଉ ସିନେମାଘରେ ମୁକ୍ତିଲାଭ କରିବ ନାହିଁ। ଏହି…

ନିଆଁ ଲାଗିଥିବା ମଲ୍ ରୁ ୧୦ ଟି ପାର୍ଶିଆନ ବିଲେଇଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗତ ଶୁକ୍ରବାର ସନ୍ଧ୍ୟାରେ ପୁଣେର ଏକ ବିଲ୍ଡିଂରେ ନିଆଁ ଲାଗିବା ପରେ ପୁଣେ ଅଗ୍ନିଶମ ବିଭାଗ ପାଖା ପାଖି ଦଶଟି ପାର୍ସିଆନ ବିଲେଇ ଓ ତାଙ୍କ ଛୁଆକୁ ପ୍ରାୟ ତିନି ମହଲା କୋଠାଘରୁ ଉଦ୍ଧାର କରିଥିଲେ। ​​ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଅଗ୍ନିଶମ ବିଭାଗର ଅଧିକାରୀମାନେ…