ଆସୁଛି ବଲିଉଡ଼ ମେଗା ଫିଲ୍ମ ରାମାୟଣ, ରାମ କିଏ ହେବେ ମହେଶ ବାବୁ ନା ରଣବୀର କପୁର? ଚାଲିଛି ବିତର୍କ
ଆଗକୁ ଆସୁଛି ବଲିଉଡ଼ ହାଇ ବଜେଟ୍ ପୌରାଣିକ ଚଳଚିତ୍ର ରାମାୟଣ। ଏହି ଫିଲ୍ମ ପାଇଁ ଷ୍ଟାର କାଷ୍ଟ ମଧ୍ୟ ସରିଛି କିନ୍ତୁ ରାମାୟଣର ମୁଖ୍ୟ ଚରିତ୍ର ଶ୍ରୀରାମଙ୍କ ଭୂମିକା କିଏ ନିଭାଇବ ତାକୁ ନେଇ ବର୍ତ୍ତମାନ ଆଲୋଚନା ଜୋରସୋର ଚାଲିଛି ।
ନିର୍ଦ୍ଦେଶକ ମଧୁ ମଣ୍ଟେନାଙ୍କ ଫିଲ୍ମ୍ ରାମାୟଣରେ…