ଭୋଜିରେ ବଚସା ପରେ ଛୁରାମାଡ଼, ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର
ନରସିଂହପୁର(କେନ୍ୟୁଜ୍): ଭୋଜି କରୁଥିବା ବେଳେ ବଚସାରୁ ଛୁରାମାଡ଼ । ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଚତରା ପଦା ଗାଁରେ । ଶଶୁର ଘରକୁ ଆସି ସାଙ୍ଗ ସାଥୀଙ୍କ ସହ ଜ୍ୱାଇଁ ଭୋଜି କରୁଥିବା ବେଳେ କୌଣସି କଥାକୁ ନେଇ ଜଣଙ୍କ ସହ ବଚସା ହୋଇଥିଲା । ଥିରେ ଉତ୍କ୍ଷିପ୍ତ ହୋଇ ସାଙ୍ଗ ଜଣକ…