ହୃଦ ସ୍ପନ୍ଦନ ଯଦି ଜୋର୍ରେ କିମ୍ବା ଧିରେ ହେଉଛି ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ବଡ଼ ରୋଗ
ଯଦି କୌଣସି କାରଣ ନଥାଇ ଆପଣଙ୍କ ହୃଦ ସ୍ପନ୍ଦନ ବଢ଼ିଯାଇଛି କିମ୍ବା ଧିମେଇ ଯାଇଛି ତେବେ ଆପଣ ହୁଏତ କୌଣସି ବଡ଼ ରୋଗର ଶିକାର ହୋଇପାରନ୍ତି । ତେବେ ଆରମ୍ଭରୁ ହୋଇଯାଆନ୍ତୁ ସାବଧାନ । ହୃଦୟର ଏହି ଅନିୟମିତତାକୁ ‘ଏରିଥମିୟା’ କୁହାଯାଏ । ଯାହାକି ଏକ ଭୟଙ୍କର ରୋଗ ହୋଇଥାଏ । ଯଦି ଆପଣଙ୍କ ହୃଦ…