Browsing Tag

know the side effects of tea

ଶୀତଦିନେ ଚା’ ପିଇବାକୁ ଭଲ ପାଉଥିବା ବ୍ୟକ୍ତି ବଦଳାନ୍ତୁ ଅଭ୍ୟାସ, ବଞ୍ଚାନ୍ତୁ ଜୀବନ

ଆମ ଭିତରୁ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ଚା' ପିଇବାକୁ ମନା କରୁଥିବେ। ଆଉ ଶୀତ ଦିନେ ଚା' ପିଇବାର ମଜା ହିଁ ଅଲଗା। ଚା' ଏମିତି ଏକ ପାନୀୟ ଯାହା ବିନା ସକାଳ ହୁଏନି। ହେଲେ ଯେଉଁ ଚା' ଆପଣଙ୍କ ଜୀବନ ବୋଲି କହୁଛନ୍ତି ସେହି ଚା' ଆପଣଙ୍କ ଜୀବନ ନେଇଯିବ କ୍ଷଣ କରେ। ଏସବୁ ପଢ଼ି ଅଜବ ଲାଗିବ…

ଆପଣ ଚାହା ପିଇବା ପରେ ପିଉନାହାଁନ୍ତି ତ ପାଣି, ହୋଇପାରେ ଶରୀରର ଏମିତି କ୍ଷତି

କଡ଼ା ଚା’ ଏକ କପ୍‌ ପିଇବା ପରେ ଶରୀରରେ ଫୂର୍ତ୍ତି ଆସିଥାଏ । ତେବେ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଯଦି ଆପଣ ଚା’ ପିଇବା ପରେ ପାଣି ପିଉଛନ୍ତି । ବେଳେ ବେଳେ ଦେଖାଯାଏ ଲୋକେ ଚା’ ପିଇବାର ୧୦-୧୫ ମିନିଟ୍‌ ପରେ ପାଣି ପିଇ ଦିଅନ୍ତି । କିନ୍ତୁ ଗରମ ଚା’ ଓ ଥଣ୍ଡା ପାଣିର ସଂଯୋଗ…