ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ମୋଗଲମାନଙ୍କ ସହ ଜଡିତ ଏହାର ଇତିହାସ
ବିଶ୍ୱର ସବୁଠାରୁ ମୂଲ୍ୟବାନ ହୀରା ମଧ୍ୟରେ ଗଣାଯାଉଥିବା ବିଶ୍ୱ ପ୍ରସିଦ୍ଧ 'କୋହିନୂର ହୀରା' ଏକଦା ଭାରତର ଗର୍ବ ଥିଲା । ଯେତେବେଳେ ବ୍ରିଟିଶମାନେ ଭାରତରୁ ଗଲେ ସେମାନେ ନିଜ ସହ ଏହି କୋହିନୂର ହୀରାକୁ ମଧ୍ୟ ସାଙ୍ଗରେ ନେଇଗଲେ । ସେବେଠାରୁ ଏହି ହୀରା ବ୍ରିଟିଶ ରାଜ ପରିବାର ପାଖରେ ରହିଛି । ଗତ…