Browsing Tag

kolkata doctor rape

କୋଲକାତା କାଣ୍ଡ: ୮ ଦିନିଆ ସିବିଆଇ ହେପାଜତକୁ ଗଲେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ

କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ କୋର୍ଟରୁ ମିଳିଛି ବଡ଼ ଝଟ୍‌କା । ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । କୋର୍ଟ ଆଜି ତାଙ୍କୁ ୮ ଦିନିଆ ସିବିଆଇ ହେପାଜତକୁ ପଠାଇଛନ୍ତି । କୋର୍ଟରେ ୧୦ ଦିନର…

କୋଲକତା ଲଜ୍ୟା : ଜେଲରେ ସଂଜୟକୁ ରୁଚୁନି ରୁଟି ତରକାରୀ, ଅଣ୍ଡା ଚାଓ୍ୱମିନ ଖାଇବାକୁ ଇଚ୍ଛା

କୋଲକତା ଆରଜି କର ହସପିଟାଲ ଏବଂ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଏବେ ପ୍ରେସିଡେନ୍ସୀ ସୁଧାର ଗୃହରେ ରହିଛି । ଏଠାରେ ଦିଆଯାଉଥିବା ଖାଇବା ସଂଜୟକୁ ବିଲ୍‌କୁଲ୍‌ ପସନ୍ଦ ଆସୁନାହିଁ । ସଂଜୟ ଏଠିକାର ରୁଟି ତରକାରୀ ଖାଇବାକୁ ଅରାଜି…

କୋଲକାତା କାଣ୍ଡ: IMAର ବଡ଼ ନିଷ୍ପତ୍ତି, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ନିଲମ୍ବିତ

କୋଲକାତାର ଆରଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରଠାରୁ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି । ଏହାକୁ ନେଇ ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ମାମଲାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ମଧ୍ୟ ସିବିଆଇ ପଚରାଉଚରା…

କୋଲକତା ଘଟଣା : ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ, ଅନ୍ୟ ୧୫ଟି ସ୍ଥାନରେ ଚାଲିଛି ଚଢାଉ

କୋଲକତା ଆରଜି କର କଲେଜ ଓ ହସପିଟାଲରେ ଟ୍ରେନି ମହିଳା ଡାକ୍ତରାଣୀଙ୍କୁ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଘରେ ରେଡ ମାରୁଛି ସିବିଆଇ । ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର ସମେତ କୋଲକତାର ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ସନ୍ଦୀପ…

କୋଲକାତା କାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କ ବାଇକ ଜବତ କଲା ସିବିଆଇ, କରାଯିବ ଫରେନସିକ୍ ଯାଞ୍ଚ

କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ବାଇକ ଜବତ କରିଛି ସିବିଆଇ । ଏହି ବାଇକରେ ବସି ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କାଣ୍ଡ ଘଟାଇବା ପରେ ଏଥିରେ ଫେରିଥିଲେ । ଅଭିଯୁକ୍ତଙ୍କ ବାଇକ ଜବତ ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜବତ…

କୋଲକାତା ମାମଲାରେ ସିବିଆଇ ଦାଖଲ କଲା ଷ୍ଟାଟସ୍‌ ରିପୋର୍ଟ, ଡାକ୍ତରଙ୍କୁ କାମକୁ ଫେରିବାକୁ କହିଲେ ସୁପ୍ରିମ୍‌କୋର୍ଟ

କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶ କ୍ରୋଧର ନିଆଁରେ ଜଳୁଛି । ଏହି ମାମଲାରେ ଅଭିଯୁକ୍ତଙ୍କଠାରୁ ଆରମ୍ଭ କରି ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ପର୍ଯ୍ୟନ୍ତ ପ୍ରତିଦିନ ନୂଆ ନୂଆ…

କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲା : ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ସୌରଭ…

କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହେଉଥିବା ପ୍ରତିବାଦରେ ସାମିଲ ହୋଇଛନ୍ତି ସୌରଭ ଗାଙ୍ଗୁଲି । ଏହି ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ସାମଲି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସାମାଜିକ ଗଣମାଧ୍ୟମ Xରେ ନିଜ ପ୍ରୋଫାଇଲ…

କୋଲକତା ଆରଜି କର ମେଡିକାଲର ସୁରକ୍ଷା ଦାୟିତ୍ବରୁ ହଟିଲା ପୋଲିସ, ନିୟୋଜିତ ହେଲା ସିଆଇଏସଏଫ

କୋଲକତା ଆରଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରକୁ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆର ଜି କର ମେଡିକାଲର ସୁରକ୍ଷା ଦାୟିତ୍ବରୁ ହଟିଲା କୋଲକତା ପୋଲିସ । ପୋଲିସ ସ୍ଥାନରେ ସୁରକ୍ଷା ଦାୟିତ୍ବରେ…

କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବର୍ଷିଲେ ସୁପ୍ରିମକୋର୍ଟ; ମହିଳାମାନେ ସୁରକ୍ଷିତ…

କୋଲକତା ଆରଜି କର ମେଡିକାଲ କଲେଜରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ମମତା ବାନାର୍ଜୀଙ୍କ ସରକାରକୁ ପ୍ରଶ୍ନ କରିଛନ୍ତି । ମୁଖ୍ୟ ବିଚାରପତି ରାଜ୍ୟ ସରକାରଙ୍କ ତରଫରୁ କେସ୍‌…

କୋଲକତା ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଆସିଲା ଅଟୋପ୍ସି ରିପୋର୍ଟ, ମହିଳାଙ୍କୁ ଦୁଷ୍କର୍ମ ପରେ…

କୋଲକତା ଆରଜି କର ମେଡିକାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ଅଟୋପ୍ସି ରିପୋର୍ଟ । ମହିଳା ଡାକ୍ତରଙ୍କୁ ବର୍ବର ଆକ୍ରମଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତାଙ୍କୁ ଶ୍ବାସ ରୁଦ୍ଧ କରି ହତ୍ୟା କରାଯାଇଛି । ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରୀରିକ ନିର୍ଯାତନା…

କୋଲକତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ହରଭଜନ ସିଂ, କଲେ ଏମିତି…

କୋଲକତା ଆରଜି କର ହସପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଭାରତୀୟ ଟିମର ପୂର୍ବତନ କ୍ରିକେଟର ହରଭଜନ ସିଂ । ହରଭଜନ ସିଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ସେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ…

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା : ପହଞ୍ଚିଲା ସିବିଆଇ ଟିମ୍‌, ଅଭିଯୁକ୍ତ ସଂଜୟକୁ ହେପାଜତକୁ ନେଲା

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମ ସ୍ପଟ ଯାଇ ଦାୟିତ୍ୱ ନେଇଛି ସିବିଆଇ । ସିବିଆଇର ସ୍ପେଶାଲ ଟିମ୍‌ ପଶ୍ଚିମବଙ୍ଗରେ ପହଞ୍ଚିଛି । ସିବିଆଇକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି ପୋଲିସ । ମାମଲାରେ ଜବତ ଜିନିଷପତ୍ର ସିବିଆଇକୁ ଦିଆଯାଇଛି । ଗତକାଲି ମାମଲାର ସିବିଆଇ…