୧୨ ବର୍ଷ ପରେ ୱାଙ୍ଖ୍ଡେ ବିଜୟ: କୋଲକାତାଠୁ ହାରିଲା ମୁମ୍ବାଇ
ୱାଂଖଡେକୁ କବଜା କରିନେଲେ ବୋଲର । ଦୀର୍ଘ ୧୨ ବର୍ଷ ପରେ ମୁମ୍ବାଇକୁ ହରାଇଲା କୋଲକାତା । ମିଡୟମ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ସହ ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚଳିତ ଆଇପିଏଲ ସଂସ୍କରଣର ଏହି…