Browsing Tag

kolkata knight riders

ଆଇପିଏଲରେ କେକେଆରର ବଡ଼ ବିଜୟ, ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ କଲା ପରାସ୍ତ

କେକେଆରର ବଡ଼ ବିଜୟ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ବୋଲିଂ । ଫଳରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲରେ ବଡ଼ ବିଜୟ ହାସଲ କରିଛି । ବିଶାଖାପାଟଣାରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ କେକେଆର୍ ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ୨୭୩…

ଆଇପିଏଲ ୨୦୨୪: ବୃଥା ଗଲା କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ଦ୍ବିତୀୟ ବିଜୟ ହେଲା କୋଲକାତା ନାଇଟ ରାଇଡର୍ସର

(କେନ୍ୟୁଜ): କୋଲକାତା ନାଇଟ ରାଇଡର୍ସର ଏକତରଫା ବିଜୟ  କୋହଲିଙ୍କ ଅର୍ଦ୍ଧ ଶତକ ବୃଥା ଗଲା । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ପରାସ୍ତ ହୋଇଛି । କେହଲି ଚମକପ୍ରଦ ଇନିଂସ ଖେଳିଥିଲେ ମଧ୍ୟ ନାଇଟ ରାଇଡର୍ସ ୭ ୱିକେଟରେ ବିଜୟ ହାସଲ କରି…

ଆଇପିଏଲର ରୋମାଞ୍ଚକର ମ୍ୟାଚ, ହାଇଦ୍ରାବାଦକୁ ୪ ରନରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

(କେନ୍ୟୁଜ): ଆଇପିଏଲରେ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ । ନାଟକୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏକଦା ପରାଜୟ ଦ୍ବାର ଦେଶରେ ଥିଲା। ହେଲେ ହେନରିଜ୍ କ୍ଲାସେନ୍ ଛକା ବର୍ଷା…

କୋଲକାତାରେ କେକେଆର୍‌ ବିଜୟୀ: ଘାତକ ବୋଲିଂରେ ଘାଇଲା ହେଲା ଆର୍‌ସିବି

ଆରସିବିକୁ ୮୧ ରନ୍‌ରେ ହରାଇଲା କେକେଆର । କୋଲକାତା ଇଡେନ ଗାର୍ଡେନରେ ଅନୁଷ୍ଠିତ ଆଇପିଏଲ ୨୦୨୩ ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରି ବୃହତ୍ତ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର। ହୋମଗ୍ରାଉଣ୍ଡରେ ୨୦୧୯ ପରଠାରୁ ପ୍ରଥମ ଥର ବିଜୟ ହାସଲ କରିଛି ଟିମ୍‌ । ଶାର୍ଦ୍ଦୁଳ…

ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ

କେନ୍ୟୁଜ୍(ବ୍ୟୁରୋ):  ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ । କୋଲକାତାକୁ ୭ ରନରେ ହରାଇଲା ରାଜସ୍ଥାନ । ଜୋସ ବଟଲରଙ୍କ ଶତକ ପରେ ଯୁଜବେନ୍ଦ୍ର ଚହଲଙ୍କ ହାଟ୍ରିକ ସହ ୫ ଓ୍ଵିକେଟ ଦଖଲ ଦମରେ ରାଜସ୍ଥାନ ରୟାଲ୍ସ କୋଲକାତାକୁ ହରାଇଛି । ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୮…

ଆଇପିଏଲ ଫାଇନାଲ ଫାଇଟ୍‌: ଆଜି ମୁହାଁମୁହିଁ ହେବେ କୋଲକତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌

ଆଜି ଆଇପିଏଲ ଫାଇନାଲ ଫାଇଟ୍‌ । ମୁହାଁମୁହିଁ ହେବେ କୋଲକତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌ । କିଏ ହେବ ଚାମ୍ପିୟନ, ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବଡ଼ ଉତ୍ସାହ । ଚେନ୍ନାଇ ତିନି ଥର ଟାଇଟଲ ହାତେଇଥିବା ବେଳେ ଦୁଇଥର କୋଲକାତା ଚାମ୍ପିୟନ ହୋଇଛି । ରେକର୍ଡ କହୁଛି,…

ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା

ଆଇପିଲରେ ଆଜି ଟିକେଟ ଟୁ ଫିନାଲେ । ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା । ଯିଏ ଜିତିବ, ଫାଇନାଲକୁ ଯିବ । ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ । ତେଣୁ ଆଜିର ମ୍ୟାଚ…

ଆଜି କୋଲକାତାକୁ ଭେଟିବ ପଞ୍ଜାବ କିଙ୍ଗସ୍‌, ଦୁଇ ଟିମ୍‌ ପାଇଁ କର ବା ମର ସ୍ଥିତି

ଆଜି ଦୁବାଇରେ କୋଲକାତା ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ। ଦୁଇ ଟିମ୍‌ଙ୍କ ପାଇଁ କର ବା ମର ମୁକାବିଲା। ସଂଘର୍ଷରତ କୋଲକାତା ନାଇଟ୍‌ ରାଇଡର୍ସ ଆଜି ଦୁବାଇରେ ଟଳମଳ ହେଉଥିବା ପଞ୍ଜାବ କିଙ୍ଗସ୍‌କୁ ଭେଟିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ୧୧ଟି ମ୍ୟାଚ୍‌ରୁ…

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନସ୍‌ ଓ କୋଲକାତା ନାଇଟ ରାଇଡର୍ସ, କମ୍‌ବ୍ୟାକ୍‌ କରିପାରନ୍ତି ରୋହିତ ଶର୍ମା

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନସ୍‌ ଓ କୋଲକାତା ନାଇଟ ରାଇଡର୍ସ। ଆଜି ମୁମ୍ବାଇ ଟିମକୁ କମ୍‌ବ୍ୟାକ୍‌ କରିପାରନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଆହତ ଯୋଗୁ ପୂର୍ବ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିନଥିଲେ। ଟିମ୍‌ରେ ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିବା…

RCBକୁ ୯ ଓ୍ଵିକେଟରେ ହରାଇଲା ନାଇଟ ରାଇଡର୍ସ, ୯୨ ରନ୍‌ରେ ଅଲ୍‌ ଆଉଟ

ଆଇପିଏଲର ସୋମବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୯ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ବରୁଣ ଓ ରସେଲଙ୍କ ଘାତକ ବୋଲିଂକୁ RCB ସାମ୍ନା କରିପାରିନାହିଁ। ଫଳରେ ନାଇଟ ରାଇଡର୍ସ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। A perfect restart to our #IPL2021…

ପିଚ୍‌ ବଦଳିବା ପରେ ନାଇଟ ରାଇଡର୍ସର ଭାଗ୍ୟ ବଦଳିଲା, କ୍ରମାଗତ ଚାରୋଟି ମ୍ୟାଚ୍ ହାରିବା ପରେ ଜିତିଲା

ଭୁବନେଶ୍ବର: ହାରି ହାରି ଜିତିଲା କୋଲକାତା ନାଇଟ ରାଇଡର୍ସ । ଟିମ୍‌ର ବଦଳିଲା ଭାଗ୍ୟ । ପିଚି ବଦଳିବା ପରେ ନାଇଟ ରାଇଡର୍ସର ଭାଗ୍ୟ ବଦଳିଲା । କ୍ରମାଗତ ଚାରିଟି ମ୍ୟାଚ ହାରିବା ପରେ ଶେଷରେ ବିଜୟ ମାର୍ଗକୁ ଫେରିଲା କୋଲକାତା ନାଇଟ ରାଇଡର୍ସ । ମୋଟେରା ଷ୍ଟାଡିୟମ୍‌ ଭାଗ୍ୟ ବଦଳାଇ ଦେଇଛି ।…

ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା

କେନ୍ଯୁଜ୍: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା । ଆଇପିଏଲ୍‌ରେ ଉଭୟ ଦଳ ଦ୍ୱିତୀୟ ମ୍ୟାଚ୍‌ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବିଠାରୁ ପରାସ୍ତ ହୋଇଥିଲା ମୁମ୍ବାଇ । ସେହିପରି ହାଇଦ୍ରାବାଦ ବିପକ୍ଷରେ କେକେଆର ବିଜୟୀ ହୋଇଥିଲା । ତେଣୁ କ୍ରମାଗତ ଦ୍ୱିତୀୟ…