Browsing Tag

kolkata news

ଖ୍ରୀଷ୍ଟମାସରେ କୋଭିଡ ନିୟମ ଭାଙ୍ଗିଲେ, ହଜାର ହଜାର ଏକାଠି ହେଲେ

କୋଲକତାରେ ନାହିଁ ଓମିକ୍ରନ ଭୟ । ଗୋଟେ ପଟେ କେନ୍ଦ୍ର ସରକାର ଓମିକ୍ରନ ଉପରେ ତଥ୍ୟ ସଂଗ୍ରହ ପାଇଁ ୧୦ ରାଜ୍ୟରେ ପ୍ରତିନିଧୀ ପଠାଉଛନ୍ତି । ଯାହା ମଧ୍ୟରେ କୋଲକତା ମଧ୍ୟ ରହିଛି । କିନ୍ତୁ ଏଠି ଲୋକେ ଅତି ଆନନ୍ଦ ଉହ୍ଲାସର ସହ ଖ୍ରୀଷ୍ଟମାସ ମନାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର…

ବୃଦ୍ଧକାଳେ ହେଲେ ଘରୁ ବହିଷ୍କୃତ, ପରେ ଏମିତି କିଛି କରି ସୋସିଆଲ ମିଡିଆରେ ହେଲେ ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଜଣେ ପିତାଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜକୁ ସମ୍ଭାଳି ପାରିବେ ନାହିଁ। ପିଲା ନିଜ ବାପା ମାଆଙ୍କୁ ଘରୁ ବାହାର କରିଦେଉଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଲାଣି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ବୁଢ଼ାବାପାକୁ…

ସରକାରୀ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା, ଫ୍ରିଜର ଭିତରେ ୪୮ ଘଣ୍ଟା ଧରି ରହିଲା କରୋନା ରୋଗୀଙ୍କ ଶବ

ଦେଶରେ କରୋନା ପ୍ରଭାବ ପଡିବା ପରେ ବିଭିନ୍ନ ସ୍ଥାନରେ ଅଜବ ଘଟଣା ମାନ ଘଟୁଥିବା ଲକ୍ଷ କରାଯାଇଛି । ପଶ୍ଚିମ ବଙ୍ଗର ରାଜଧାନୀ କୋଲକାତାରେ ଏକ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଧିକାରୀକଙ୍କ ଠାରୁ କୌଣସି ସାହାଯ୍ୟ ନମିଳିବାରୁ ପରିବାର ଲୋକ ୪୮ ଘଣ୍ଟା ପାଇଁ ତାଙ୍କ ଶବକୁ…

କୋଲକତାରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଆଖିଠାର, ଦୁଇ ହଜାରରୁ ଅଧିକ ଓଡିଆ ଶ୍ରମିକ ଏବେ ବି ମାଲିକଙ୍କ ଚାପରେ…

କୋଲକତା: କୋଲକତା ମହାନଗରୀର ୨୭୩ଟି କଣ୍ଟେନମେଣ୍ଟ ଜୋନ ଭିତରେ ରହିଛି ବଡବଜାର ଓ ପୋସ୍ତାବଜାର । ଏଠାରେ ଦୁଇ ହଜାରରୁ ଅଧିକ ଓଡିଆ ଭାଷୀ କେବଳ ଶ୍ରମିକ ଭାବେ କାର୍ଯ୍ଯ କରନ୍ତି । ବିଶେଷ ଭାବେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ମାଲ୍ ବୋଝେଇ ଗାଡି ମାନଙ୍କରେ ଏମାନେ ମାଲ୍ ଉଠାଇବା ଓ ଓହ୍ଲାଇବା…

କୋଲକାତାରେ ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଲେ ଓଡ଼ିଆ ଇଞ୍ଜିନିୟର, ଓଡିଶା ଫେରିବାକୁ କରୁଛନ୍ତି ଜିଦ୍

କୋଲକାତା: ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଛନ୍ତି କୋଲକାତା ମ୍ୟାକ୍‌ନାଲି ଭାରତ ଇଞ୍ଜିନିୟରିଂର ବରିିଷ୍ଠ ଅଧିକାରୀ ସରୋଜ ମଙ୍ଗରାଜ । କୋଲକାତାରେ ରହୁଥିବା ଆଠଗଡ଼ର ଏହି ଓଡ଼ିଆ ଇଞ୍ଜନିୟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରକୁ ଯିବାକୁ ଜିଦ୍‌ ଧରି ବସିଛନ୍ତି ସେ । ଏକମାସ…

ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ, ଦେଖନ୍ତୁ ଭିଡିଓ

କଲିକତାର କେନ୍ଦ୍ରୀୟ ବ୍ୟାପାର ଜିଲ୍ଲାର ଏକ ବିଲ୍ଡିଂର ଛଅ ତାଲାରୁ ଟଙ୍କା ଫିଙ୍ଗାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ସମୟରେ ବିଲ୍ଡିଂରେ ଡିଆର୍‌ଆଇ(Directorate of Revenue Intelligence)…