Browsing Tag

kolkata police

ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା କୋଲକାତା ପୋଲିସ, ୯ଟି ରାଜ୍ୟରେ ରୁଜୁ ହୋଇଛି ମାମଲା

ନୂଆଦିଲ୍ଲୀ: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ମାମଲାରେ ନୂପୁର ଶର୍ମାଙ୍କ ଅଡ଼ୁଆ ବଢ଼ି ଚାଲିଛି। ପ୍ରଥମେ ଜୀବନରୁ ମାରି ଦେବାକୁ ଧମକ, ତା’ ପରେ ଥାନାରେ ମାମଲା ଓ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ଆଉ ଏବେ କୋଲକାତା ପୋଲିସର ନୋଟିସ୍‌ ପାଇଛନ୍ତି ନୂପୁର। କୋଲକାତା ପୋଲିସ…

କୋଲକତାରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଆଖିଠାର, ଦୁଇ ହଜାରରୁ ଅଧିକ ଓଡିଆ ଶ୍ରମିକ ଏବେ ବି ମାଲିକଙ୍କ ଚାପରେ…

କୋଲକତା: କୋଲକତା ମହାନଗରୀର ୨୭୩ଟି କଣ୍ଟେନମେଣ୍ଟ ଜୋନ ଭିତରେ ରହିଛି ବଡବଜାର ଓ ପୋସ୍ତାବଜାର । ଏଠାରେ ଦୁଇ ହଜାରରୁ ଅଧିକ ଓଡିଆ ଭାଷୀ କେବଳ ଶ୍ରମିକ ଭାବେ କାର୍ଯ୍ଯ କରନ୍ତି । ବିଶେଷ ଭାବେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ମାଲ୍ ବୋଝେଇ ଗାଡି ମାନଙ୍କରେ ଏମାନେ ମାଲ୍ ଉଠାଇବା ଓ ଓହ୍ଲାଇବା…

ଲକ୍ ଡାଉନ୍ ସମୟରେ ରାସ୍ତା ଉପରେ ମହିଳାଙ୍କ ଉନ୍ମତ୍ତକାଣ୍ଡ, କାହିଁକି ଆସିଛ ପଚାରିବାରୁ ପୋଲିସ୍ ବାବୁଙ୍କ ସହିତ କଲେ…

କରୋନାଭାଇରସ୍ ଉପରେ ଜାତୀୟ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଦେଶରେ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ କ୍ରୟ କରିବାର ସୁଯୋଗ ଦେଇଛନ୍ତି ସରକାର । କିନ୍ତୁ ବିନା କାରଣରେ ଘରୁ ବାହାରିବା ଉପରେ କଠୋର କାର୍ଯ୍ଯନୁଷ୍ଠାନ ଗ୍ରହଣ କରୁଛି ପୋଲିସ୍ । ଏହି ପରିପେକ୍ଷୀରେ କୋଲକାତାର ଜଣେ ମହିଳାଙ୍କ…

କେବେ ଭାବିଛନ୍ତି . . . ଖାକି ନୁହେଁ, କୋଲକାତା ପୋଲିସ୍ କାହିଁକି ପିନ୍ଧେ ଧଳା ବର୍ଦ୍ଦି ?

ପୋଲିସ୍ କଥା ଉଠିଲା ମାତ୍ରେ ମନକୁ ଆପେ ଆପେ ଖାକି ବର୍ଦ୍ଦି ଚାଲିଆସେ । କିନ୍ତୁ ଯଦି ଆପଣ କୋଲକାତା ଯିବେ ତେବେ ଏଠାରେ ପୋଲିସକୁ ଆପଣ ଖାକିରେ ନୁହେଁ ବରଂ ଧଳା ବର୍ଦ୍ଦିରେ ଦେଖିବାକୁ ପାଇବେ । ପୁରା ଦେଶରେ କେବଳ କୋଲକାତା ଏମିତି ସହର ଯେଉଁଠି ଭାରତୀୟ ପୋଲିସ୍ ଧଳା ବର୍ଦ୍ଦି ପିନ୍ଧିଥାଏ ।…

କୋଲକାତାରେ ହାଇଭୋଲଟେଜ୍ ଡ୍ରାମା, ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇଥିବା ୫ ସିବିଆଇ ଅଧିକାରୀଙ୍କୁ ଗିରଫ କଲା…

କୋଲକାତା : ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇ ସିବିଆଇ ଅଧିକାରୀ ଗିରଫ । କୋଲକାତାରେ ପୋଲିସ-ସିବିଆଇ ମୁହାଁମୁହିଁ। କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ସିବିଆଇର ପାଞ୍ଚଜଣିଆ ଟିମ ରାଜୀବଙ୍କ ବାସଭବନକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି ।…