କୋଲକତା ଦୁଷ୍କର୍ମ ଓ ହତ୍ୟା ମାମଲା : ପ୍ରତିଶ୍ରୁତି ପୂରଣ କଲାନି ମମତା ସରକାର, ଆମରଣ ଅନଶନରେ ବସିଲେ ଜୁନିଅର ଡାକ୍ତର
କୋଲକତା ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୁନିଅର ଡାକ୍ତରମାନେ ଏବେ ଆମରଣ ଅନଶନରେ ବସିଛନ୍ତି । ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କୁ ଦାବି ପୂରଣ କରିନାହାଁନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଧର୍ମତାଲା ଡୋରିନା…