Browsing Tag

kolkata

କୋଲକାତା ଗାର୍ଡେନ ରିଚରେ ଭୁଶୁଡିଲା ନିର୍ମାଣାଧୀନ ବିଲିଡିଂ: ୨ ମୃତ, ୧୫ ଗୁରୁତର, ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା

କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । କୋଠା ତଳେ ଚାପି ହୋଇଥିବା ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ କୋଠା ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ…

କୋଲକତା SRFTI ରେ ପ୍ରମୋଦ ପତି ସିନେମା ଆର୍ଟ ଏଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ” ପ୍ରତିଷ୍ଠା

କୋଲକତା SRFTI ରେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ସମର୍ପିତ ବ୍ୟକ୍ତିତ୍ଵ ପ୍ରମୋଦ ପତିଙ୍କ ନାଁରେ ନାମିତ "ପ୍ରମୋଦ ପତି ସିନେମା ଆର୍ଟ ଏଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ" ପ୍ରତିଷ୍ଠା ହୋଇଛି । କୋଲକତା ଏସଆରଏଫଟିଆଇର ନିର୍ଦେଶକ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ…

ଏଥର ପାଣି ଭିତରେ ବି ମିଳିବ ବଢିଆ ନେଟଓ୍ଵାର୍କ, ଅଣ୍ଡର ଓ୍ଵାଟର ମେଟ୍ରୋ ଟ୍ରେନ୍ ପାଇଁ ଏୟାରଟେଲ୍ ଆଣିଲା 5G ସୁବିଧା

ଲୋକମାନଙ୍କ ସୁବିଧା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ଦେଖିବାକୁ ମିଳୁଛି । ଆପଣମାନେ ଶୁଣିଲେ ଖୁସି ହୋଇଯିବେ ଯେ ଏବେ ଟେକ୍ନୋଲୋଜି ମେଟ୍ରୋ ଟ୍ରେନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଆପଣମାନେ ତ ଜାଣିଥିବେ ଯେ ଦେଶରେ ଟ୍ରାଫିକ୍‌କୁ ନେଇ ବର୍ତ୍ତମାନ ବହୁତ…

ଏକଦା ଆତଙ୍କର ଜିଲ୍ଲା ଥିଲା ଝାଡ଼ଗ୍ରାମ କିନ୍ତୁ ଏବେ ଏଠାରେ ଗଢି ଉଠିଛି ପର୍ଯ୍ୟଟନ କ୍ଷେତ୍ର

ଏକଦା ଝାଡ଼ଗ୍ରାମ ଥିଲା ଆତଙ୍କର ଜିଲ୍ଲା । ମାଓବାଦୀ ମାନଙ୍କ ତାଣ୍ଡବରେ ସାଧାରଣ ଜନତା ତ୍ରାହି ତ୍ରାହି ଡାକୁଥିଲେ । କିନ୍ତୁ ଏବେ ସେହି ସମୟର ଅବସାନ ଘଟିଛି । ଜିଲ୍ଲାର ଯୁବ ସମାଜ ବନ୍ଧୁକ ଛାଡ଼ି ହାତରେ ଧରିଛନ୍ତି କଲମ । ଏଠାରେ ଗଢି ଉଠିଛି ପର୍ଯ୍ୟଟନ କ୍ଷେତ୍ର । ଏଭଳି ସ୍ଥାନର…

କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ବୋମା ଧମକ, ଛାନ୍‌ଭିନ ଜାରି

୨୦୦ ବର୍ଷ ପୁରୁଣା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ମିଳିଛି ବୋମା ଧମକ। ମ୍ୟୁଜିୟମ୍‌ର ଅଧିକାରୀମାନଙ୍କୁ ଆଜି ଏକ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି, ଯେଉଁଥିରେ ଜାନୁୟାରୀ ୨୬ ପୂର୍ବରୁ ମ୍ୟୁଜିୟମ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ…

ଜରିନ ଖାନଙ୍କୁ ଆଶ୍ୱସ୍ତି, ଆରେଷ୍ଟ ଓ୍ଵାରେଣ୍ଟ ବାତିଲ କଲେ କୋଲକତା ମାଜିଷ୍ଟ୍ରେଟ୍‌

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଜାରି ହୋଇଥିବା ଆରେଷ୍ଟ ଓ୍ଵାରେଣ୍ଟକୁ ରଦ୍ଦ କରିଛନ୍ତି କୋଲକତା ମାଜିଷ୍ଟ୍ରେଟ୍‌ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି କୋଲକତାର ଏକ ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି…

ଯେତେବେଳେ ଦିଲ୍ଲୀରେ ଉଡୁଥିଲା ସ୍ୱାଧୀନ ଭାରତର ପ୍ରଥମ ତ୍ରିରଙ୍ଗା ସେତେବେଳେ ମହାତ୍ମା ଗାନ୍ଧୀ କେଉଁଠି ଥିଲେ ?…

କୋଲକାତା (କେନ୍ୟୁଜ୍‌) : ୧୯୪୭ ମସିହା ଅଗଷ୍ଟ ୧୫ । ଭାରତ ମାଟିରେ ଉଡ଼ିଲା ତ୍ରିରଙ୍ଗା । ଦେଶକୁ ମିଳିଲା ବହୁ ପ୍ରତୀକ୍ଷିତ ସ୍ଵାଧୀନତା । ତତ୍କାଳୀନ ନେତା ଓ ସ୍ୱାଧୀନତା ସଂଗ୍ରାମୀମାନେ ଆନନ୍ଦରେ ଆତ୍ମହରା ହୋଇ ପଡୁଥିଲେ । ହେଲେ ସେତେବେଳେ ସାମ୍ପ୍ରଦୟିକ ଆଶାନ୍ତିକୁ ରୋକିବା ପାଇଁ କୋଲକାତା…

ପଶ୍ଚିମବଙ୍ଗରୁ ଅପହରଣ ହୋଇଥିବା ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୧୨ଗିରଫ

ବାଲେଶ୍ୱର (କେନ୍ୟୁଜ): ଶାନ୍ତିନିକେତନରୁ ଅପହରଣ, ତାଳସାରୀରୁ ଉଦ୍ଧାର। ଓଡ଼ିଶା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଅପହୃତ ଯୁବକ ପାନ୍ନାକାରାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ଚୁଟି ବ୍ୟବସାୟରେ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି…

ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲା: ପୋଲିସର ଖୁଲାସା, ମୃତ୍ୟୁ ପୂର୍ବରୁ ଛାତ୍ରଙ୍କୁ ଉଲଗ୍ନ କରି…

ପଶ୍ଚିମବଙ୍ଗର କୋଲକତା ସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଛାତ୍ର ଜଣକ ବାଲକୋନୀରୁ ଡେଇର୍ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ଛାତ୍ରଙ୍କୁ କଲେଜରେ ସିନିଅରମାନେ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିଲେ । ସଂପୂର୍ଣ୍ଣ ଭାବେ…

କୋଲକତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଆଁ, ଜଳିପୋଡି ଛାରଖାର ହୋଇଗଲା ଡ୍ରେସିଂ ରୁମ୍‌

କୋଲକତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଆଁ ଲାଗିଛି । ନିଆଁରେ ଷ୍ଟାଡିୟମର ଡ୍ରେସିଂ ରୁମ୍‌ ସଂପୂର୍ଣ୍ଣ ଭାବେ ଜଳିଯାଇଛି । ନିଆଁ ଲିଭାଇବାକୁ ଷ୍ଟାଡିୟମରେ ଅଗ୍ନିଶମ ଗାଡି ନିୟୋଜିତ ହୋଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଅକ୍ଟୋବର ୫ରୁ ବିଶ୍ୱକପ ୨୦୨୩ ମ୍ୟାଚ…

ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଉପସ୍ଥିତ ରହିବେ ରାଜ୍ୟପାଳ ଓ…

ପୁରୀ (କେନ୍ୟୁଜ): ଆଜିଠୁ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓ୍ଵଡା ଭିତରେ ଚଳାଚଳ କରିବ ଏହି ଦ୍ରୁତଗାମୀ ଟ୍ରେନ୍‌ । ପୁରୀ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଯୋଡ଼ିହେବେ ।…

ଦିଦିଙ୍କ ବାସଭବନରେ ପହଞ୍ଚିଲେ ଭାଇଜାନ, ଅଧଘଣ୍ଟା ଯାଏଁ ହେଲେ କଥାବାର୍ତ୍ତା

ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । କାଲିଘାଟରେ ଥିବା ବାସଭବନରେ ମମତାଙ୍କୁ ଭେଟିବା ସହିତ ଅଧଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । କୋଲକତାରେ ହୋଇଥିବା ‘ଦି-ବ୍ୟାଙ୍ଗ କନସର୍ଟ ପାଇଁ ସଲମାନ ଏବଂ ସୋନାକ୍ଷୀ ସେଠାରେ…