Browsing Tag

konark

ଆଜି ପବିତ୍ର ମାଘ ବୁଡ଼, ଚନ୍ଦ୍ରଭାଗାରେ ସାଧୂସନ୍ଥଙ୍କ ସହ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଗୋପ : ଆଜି ପବିତ୍ର ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ…

ଜଳିଗଲା ୧୩ ଉଠା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଗୋପ : ଜଳିଗଲା ୧୩ ଉଠା ଦୋକାନ ।  କୋଣାର୍କ ସୂର୍ଯ୍ୟମନ୍ଦିର ସାମ୍ନାରେ ଥିବା ୧୩ଟି ଉଠା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି ।  ନିଆଁ ଲାଗିବା ପରେ ଦୋକାନରେ ଥିବା ଗ୍ୟାସ ଟାଙ୍କିରେ ମଧ୍ୟ ନିଆଁ ଲାଗି ବ୍ଲାଷ୍ଟ କରିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ପାଖରେ ଥିବା SBI ଏଟିଏମର ଗ୍ଲାସ ଡୋର…

କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ।  ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣି ବହୁଳ ରାଜ୍ୟର…

ପବିତ୍ର ଶାମ୍ବଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରି ପରିବାର ପାଇଁ ମଙ୍ଗଳ ମନାସିଲେ ଶ୍ରଦ୍ଧାଳୁ

କୋଣାର୍କ: ଆଜି ହେଉଛି ପୌଷ ମାସର ଶୁଳ୍କପକ୍ଷ ଦଶମୀ ତିଥି ଯାହାକି ଶାମ୍ବ ଦଶମୀ । ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଂଚଳ l ସୂର୍ଯ୍ୟ ଉପାସକ ମାନେ ପ୍ରାତଃହରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚନା…

କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଷ୍ପତ୍ତି

ଗୋପ : ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲେ ASI ର ADG ସମେତ ୧୫ ଜଣିଆ ଏକ୍ସପୋର୍ଟ ଟିମ୍ । ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିରର ଐତିହ୍ୟ ଓ ପର୍ଯ୍ୟଟକଙ୍କ ଜେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହେବ ବାରମ୍ବାର ମନିଟରୀଙ୍ଗି ।…

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ । ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ସେମାନେ ଅଭିଭୂତ ହୋଇଛନ୍ତି । ୧୨ଶହ ବଢେଇ ନିହାଣ ମୁହଣରେ ପଥରକୁ ଖୋଳି ଯେଉଁ କଳା ଭାସ୍କର୍ଯ୍ୟ କରିଯାଇଛନ୍ତି, ତାହା ଚିରସ୍ମରଣୀୟ ବୋଲି ସେମାନେ ମତପ୍ରକାଶ…

ଗୋଆ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି, ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତ୍ୟାଧୁନିକୀକରଣ କାର୍ଯ୍ୟ

କୋଣାର୍କ : ଗୋଆ ବିଚ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି । ନବୀକରଣ ପରେ ଗୋଆ, ପଣ୍ଡିଚେରୀ ପରି ଝଲସି ଉଠିବ ଚନ୍ଦ୍ରଭାଗାର ସମୁଦ୍ର ଉପକୂଳ । ଚନ୍ଦ୍ରଭାଗା କୂଳଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଅତ୍ୟାଧୁନିକୀକରଣ କାର୍ଯ୍ୟ । ଏଥିପାଇଁ ପର୍ଯ୍ୟଟନ ବିଭାଗର ସଚିବ ସମର୍ଥ ବର୍ମାଙ୍କ…

ବାତ୍ୟା ସମୟରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଲାଗିଲା ଅଜବ ସାମୁଦ୍ରିକ ଜୀବ

କୋଣାର୍କ : ବାତ୍ୟା ଦାନା ସମୟରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଲାଗିଲା ଅଜବ ଜୀବ । ଯାହାକି ସାମୁଦ୍ରିକ ଝିଙ୍କ ପରି ଦେଖାଯାଉଛି । ବାତ୍ୟା ସମୟରେ ସମୁଦ୍ର ଗର୍ଭରେ ଥିବା ଅଜବ ଜୀବଙ୍କ ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଏ । ଏଭଳି ଜୀବଟି ଦେଖିବାକୁ ସ୍ଥଳ ଭାଗରେ ବଶବାସ କରୁଥିବା ଝିଙ୍କ…

ବିଷଧର ସାପ କାମୁଡାରେ ବୃଦ୍ଧ ମୃତ, ଗାଁ ରେ ଖେଳିଯାଇଛି ଶୋକର ଛାୟା

କୋଣାର୍କ : ଆଜି ଜନ୍ମାଷ୍ଟମୀ । ସବୁଠି ଉତ୍ସବମୁଖର ପରିବେଶ । ସମସ୍ତେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କରୁଛନ୍ତି ଆରଧାନା । କିନ୍ତୁ ଏହାରି ଭିତରେ ନିରବୀ ଯାଇଛି ଗୋଟିଏ ଗାଁ । ଦୁଆରେ ବସି ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା ଜଣକ । କାହିଁକି ନାଁ ଏହି ମହିଳାଙ୍କ ହାତ ଛାଡ଼ି ସବୁଦିନ ପାଇଁ ଏକା କରି…

କୋଣାର୍କରେ ସିରିଜ୍ ଲୁଟ୍, ଲୁଟରାଙ୍କ ଟେର୍ ପାଉନି ପୋଲିସ୍

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରାମାନେ । ପୋଲିସ୍‌ ଆଖିରେ ଧୂଳି ଦେଇ ନିଜର କାୟା ବିସ୍ତାର କରୁଛନ୍ତି । ଘର ମନ୍ଦିର ପରେ ଏବଂ ବିୟର ବାର ବି ଛାଡିଲେନି ଲୁଟେରା । ଏବେ ଲୁଟେରାଙ୍କ ନଜରରେ…

ବାବା ଐଶାନେଶ୍ୱର ମନ୍ଦିରରେ ପାଳିତ ହେଲା କ୍ଷୀରସାଗର ମେଳା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ବାବା ଐଶାନେଶ୍ୱର ମନ୍ଦିରରେ ପାଳିତ ହେଲା ନବମ ବାର୍ଷିକ କ୍ଷୀରସାଗର ମେଳା । କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ପ୍ରସିଦ୍ଧ ତଥା କୋଣାର୍କ-କାକଟପୁର ମୂଖ୍ୟରାସ୍ତା ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ୱର ମନ୍ଦିରରେ ନବମ ବାର୍ଷିକ କ୍ଷୀରସାଗର ମେଳା ମହାସମାରୋହରେ ପାଳିତ ହୋଇଯାଇଛି ।…

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପିଇବା ପାଣି ପାଇଁ ଡହଳ ବିକଳ ପର୍ଯ୍ୟଟକ

ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଲାଣି ତାତି । ପ୍ରବଳ ଖରା ଯୋଗୁଁ ଚାରିଆଡେ ଏବେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଏହାରି ଭିତରେ ଦେଖିବାକୁ ମିଳିଛି ପିଇବା ପାଣିର ଅଭାବ । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର । ଏଠାକୁ ପ୍ରତ୍ୟେକ ଦିନ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ହେଲେ ବଡ଼…