ଆମେରିକାର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ରକୁ ଉନ୍ମୋଚନ କଲେ ସେଫ୍ ବିକାଶ ଖାନ୍ନା, ଓଡ଼ିଆ ଶିଳ୍ପୀଙ୍କୁ…
(କେନ୍ୟୁଜ): ଆମେରିକାର ଟାଇମ୍ସ ସ୍କୋୟାରରେ ଶୋଭାପାଉଛି କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ର ପ୍ରତିମୂର୍ତ୍ତି । କୋଣାର୍କ ଚକ୍ରକୁ ଉନ୍ମୋଚନ କରିଛନ୍ତି ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା । ଭାରତର ସ୍ୱାଧୀନତା ଦିବସରେ କୋଣାର୍କ ଚକ୍ରକୁ ଉନ୍ମୋଚିତ କରାଯାଇଛି । ଏହି ଅବସରରେ ନ୍ୟୁୟର୍କଠାରେ ଥିବା…