Browsing Tag

konark temple

ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

କୋଣାର୍କ (କେନ୍ୟୁଜ): ଆଜି ପବିତ୍ର ଶାମ୍ବ ଦଶମୀ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଶାମ୍ବ ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ ବୋଲି ପୁରାଣ ବର୍ଣ୍ଣିତ…

ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର, ବ୍ଲାକ ପାଗୋଡ଼ା ଦେଖିବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ

ଗୋପ / କାକଟପୁର (କେନ୍ୟୁଜ): ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର। ଫଳରେ ପର୍ଯ୍ୟଟକମାନ ବ୍ଲାକ ପାଗୋଡ଼ା ଦେଖିବାରୁ ବଞ୍ଚିତ ହୋଇଥିଲେ। ବଡ଼ଦିନ ଉପଲକ୍ଷେ ଆଜି ସକାଳୁ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ହେଲେ ଏତେ କୁହୁଡ଼ି ଥିଲା ଯେ ପର୍ଯ୍ୟଟକମାନେ ବ୍ଲାକ ପାଗୋଡ଼ାର…

ଭାରତର ସୂର୍ଯ୍ୟ ମିଶନ: ସଫଳତା ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା କଲେ ସାଧୁସନ୍ଥ

ଗୋପ (କେନ୍ୟୁଜ): ଭାରତର ସୂର୍ଯ୍ୟ ମିଶନ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା । କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୋଲାର୍ ମିଶନର ସଫଳତା ପାଇଁ ସାଧୁସନ୍ଥମାନେ ସୂର୍ଯ୍ୟ ପୂଜା କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଗାୟତ୍ରୀ ପରିବାର ଓ ସାଧୁସନ୍ଥ ଗାୟତ୍ରୀ ମନ୍ତ୍ରରେ…

ବାଲିମୁକ୍ତ ହେବ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆଜିଠୁ ପୁଣି କାମ ଆରମ୍ଭ କରିଛି ଏଏସଆଇ

ବାଲିମୁକ୍ତ ହେବ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜିଠୁ ପୁଣି କାମ ଆରମ୍ଭ କରିଛି ଏଏସଆଇ । ଏଏସଆଇ ପକ୍ଷରୁ ଗତବର୍ଷ ସେପ୍ଟେମ୍ବର ମାସରେ ବାଲି କାଢ଼ିବା ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ କେବଳ ଲୁହା ବିମ ପକାଇ ବିଭାଗ କାମ ବନ୍ଦ ରଖିଥିଲା । ମନ୍ଦିରରୁ ବାଲି କାଢିବା ନେଇ…

କୋଣାର୍କ ମନ୍ଦିରରେ ପ୍ରବେଶ ଟିକେଟ ନମିଳିବାରୁ ଧସେଇ ପଶିଲେ ପର୍ଯ୍ୟଟକ, ଟିକେଟ କାଉଣ୍ଟର ଘଣ୍ଟାଏ ଅଚଳ

କୋଣାର୍କ(କେନ୍ୟୁଜ) : ଟିକେଟ ନ ମିଳିବାକୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖାଦେଇଛି ଉତ୍ତେଜନା। ଫଳରେ କୋଣାର୍କ ମନ୍ଦିରକୁ ଧସେଇ ପଶିଛନ୍ତି ଶହ ଶହ ପର୍ଯ୍ୟଟକ। ପ୍ରବେଶ ପାଇଁ ଟିକେଟ ନମିଳିବାରୁ ଏପରି ସ୍ଥିତି ଦେଖାଦେଇଥିବା ସୂଚନା ମିଳିଛି। ଆଜି ଦିନ ୧୦ଟାରେ ଅନ୍ଲାଇନ ଟିକେଟ…

ପୁରୀ ଓ ଲିଙ୍ଗରାଜ ଭଳି ଏବେ ବଦଳିବ କୋଣାର୍କ ମନ୍ଦିର ପରିସରର ରୂପ, ସାଢ଼େ ତିନି କିଲୋମିଟର ଯାଏଁ ହେବ ୬ ଥାକିଆ ରୋଡ

କେନ୍ୟୁଜ୍(ବ୍ୟୁରୋ):  ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତି ଦିନ…

ଆଜିଠୁ ଖୋଲିଲା କୋଣାର୍କ ମନ୍ଦିର, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ମିଳିବ ଅନୁମତି

କୋଣାର୍କ : ଦୀର୍ଘ ୫ମାସ ପରେ ଖୋଲିଲା କୋଣାର୍କ ମନ୍ଦିର। COVID-19 ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ଖୋଲାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି…

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ବିଶେଷଜ୍ଞଙ୍କ ମତ ନିଆଯାଇ କଢାଯିବ ଗର୍ଭ ଗୃହର ବାଲି

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର । ବିଶେଷଜ୍ଞଙ୍କ ମତ ନିଆଯାଇ ଗର୍ଭ ଗୃହର ବାଲି କଢାଯିବ । କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଗତ ୨ ଦିନ ଧରି ଚାଲିଥିବା କୋଣାର୍କ ମନ୍ଦିର ସଂରକ୍ଷଣ ନେଇ ଜାତୀୟ ସ୍ତରର ଆଲୋଚନା ହୋଇଛି । ପୂର୍ବରୁ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ବହୁବାର ଆଲୋଚନା…

ଖୋଲାଗଲା କୋଣାର୍କ ମନ୍ଦିରରେ ଲଗାଯାଇଥିବା ଲୁହା ରଡ୍‌

ଖୋଲାଗଲା କୋଣାର୍କ ମନ୍ଦିରରେ ଲଗାଯାଇଥିବା ଲୁହା ରଡ୍‌ । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ବଦଳରେ ସାଧା ପଥର ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସଂସ୍କୃତି ସଚିବ ମନୋରଞ୍ଜନ ମିଶ୍ର କହିଛନ୍ତି, ମନ୍ଦିର ପ୍ରତି କୌଣସି ବିପଦ ନାହିଁ । ବିଭିନ୍ନ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ…

ଖୁବଶୀଘ୍ର ଆଇକନିକ ସାଇଟ ତାଲିକାରେ ଯୋଡିହେବ କୋଣାର୍କ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଲେ, ଖୁବଶୀଘ୍ର ହେବ ଘୋଷଣା

ପୁରୀ: ଖୁବଶୀଘ୍ର ଆଇକନିକ ସାଇଟ ତାଲିକାରେ ଯୋଡିହେବ କୋଣାର୍କ । କେନ୍ଦ୍ର ସରକାର ଖୁବଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । ଏହାସହ ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ଉଭୟ…

ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା, ବ୍ୟକ୍ତିଗତ ହାଜର ହେଲେ ASI ସୁପରିଣ୍ଟେଣ୍ଡେଣ୍ଟ

ନୂଆଦିଲ୍ଲୀ: ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା। ବ୍ୟକ୍ତିଗତ ହାଜର ହେଲେ ASI ସୁପରିଣ୍ଟେଣ୍ଡେଣ୍ଟ। ଡିଜି ASI ଓ ASI ଜଏଣ୍ଟ ଡିଜି କନଷ୍ଟ୍ରକ୍ସନ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର…