Browsing Tag

koraput murder

କୋରାପୁଟ: ପାଇଖାନା ଗାତରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ବାମୀ ପୋତି ଦେଇଥିଲା

କୋରାପୁଟ(କେନ୍ୟୁଜ୍): ପାଇଖାନା ଗାତରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା କାକିରିଗୁମାର ଗୌଡଗୁଡା ଅଞ୍ଚଳରେ ଅଭାବନୀୟ ଘଟଣା । ଦଶରଥ ସାହୁ ନିଜ ସ୍ତ୍ରୀ ଗୋରୀର ଶବକୁ ପାଇଖାନାରେ ପୋତି ନିଖୋଜ ଦର୍ଶାଇଥିଲା । ଗତ ପାଞ୍ଚ ମାସ ତଳେ ପତ୍ନୀ ନିଖୋଜ ଦର୍ଶାଇଥିଲା । ମାନସିକ…

ଚଇତି ପର୍ବ ଚାଲିଥିବା ବେଳେ ସାମାନ୍ୟ ଯୁକ୍ତିତର୍କରୁ ଘଟିଲା ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍) : କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା ।  ଚଇତି ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ଘଟିଯାଇଛି ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…

କୋରାପୁଟ: ପାରିବାରିକ କଳହରୁ ପୁଣି ଗଡିଲା ମୁଣ୍ଡ, ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ

କୋରାପୁଟ(କେନ୍ୟୁଜ): କୋରାପୁଟ ପାରିବାରିକ କଳହରୁ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ। ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ୱାମୀ । କୋରାପୁଟ ସହରର ତ୍ରୀନାଥ ମନ୍ଦିର ସାହି କାଠ ମିଲ୍‌ ନିକଟରେ ହତ୍ୟାକାଣ୍ଡ ଘଟିଛି। ହତ୍ୟା ଘଟଣାରେ ସ୍ୱାମୀ ଜାମା ମାଝୀକୁ ପୋଲିସ ଗିରଫ କରିଛି। ଜାମା ମାଝୀ ଓ…

କୋରାପୁଟ: ପାହାଡରୁ ଯୁବତୀଙ୍କ ମୃତ ଦେହ ଠାବ, ମୁହଁ ଓ ଛାତିକୁ ପଥର ଛେଚି ବୀଭତ୍ସ ହତ୍ୟା 

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଆମ୍ପାବିଲି ଗାଁ ନିକଟ ପାହାଡରୁ ଯୁବତୀଙ୍କ ମୃତ ଦେହ ଠାବ । ତାଙ୍କ ମୁହଁ ଓ ଛାତିକୁ ପଥର ଛେଚି ବୀଭତ୍ସ ହତ୍ୟା  କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛନ୍ତି ।…

କୋରାପୁଟ ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ

କୋରାପୁଟ(କେନ୍ଯୁଜ୍): ଦିନକୁ ଦିନ ବଢିଚାଲିଛି ଅପରାଧ। ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଅପରାଧୀ ଉପରେ ପଡୁନି ଫରକ୍। ପୁଣି ଗଡାଇଛନ୍ତି ଆଉ ଏକ ମୁଣ୍ଡ । କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ । ମୃତ ବ୍ୟବସାୟଙ୍କ ଘର ରାଜୀବ ନଗରର । ହତ୍ୟା କି…

କୋରାପୁଟ ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା, ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍

କୋରାପୁଟ: କୋରାପୁଟ ପଟାଙ୍ଗୀ ଥାନା ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା । ହତ୍ୟାକାରୀ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍ । ଧନ ପାଇଁ ସଇତାନ୍‌ ବାପା ବାଙ୍ଗୁରୁ ପାଙ୍ଗୀ ତାର କୁନି ଝିଅକୁ ବଳି ଦେଇଥିବା ସନ୍ଦେହ କରାଯାଉଛି । ଧରା ପଡ଼ିଯିବା ଭୟରେ ନିଜେ ରଚିଥିଲା ନିଖୋଜର…