ମୋବାଇଲ ଦେଲେନି ବୋଲି ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ
କୋରାପୁଟ(କେନ୍ୟୁଜ୍): ମୋବାଇଲ ନଦେବାରୁ ହତ୍ୟା । ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ । କୋରାପୁଟ ସହରର ମସିପୁଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିନି ସାଙ୍ଗ ପଡିଆକୁ ଖେଳିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ…