କୋରାପୁଟ: ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ, ୨ ଗିରଫ
କୋରାପୁଟ : କୋରାପୁଟ ପୋଲିସକୁ ସଫଳତା । ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ । ଏହାସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ମାଛକୁଣ୍ଡରୁ ବିହାର ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଏମାନଙ୍କୁ ଅଟକ ରଖିଛି । ତେବେ ଜବତ ଗଞ୍ଜେଇର ଆନୁମାନିକ…