Browsing Tag

koraput

ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛି ମାଣ୍ଡିଆ ଚାଷ, ସ୍ୱାବଲମ୍ବୀ ହୋଇପାରୁଛନ୍ତି ଚାଷୀ

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି । ଆସନ୍ତୁ ଏଭଳି କିଛି ସ୍ଵତନ୍ତ୍ର ରିପୋର୍ଟ ଦେଖିବା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରୁ । ଦିନ ଥିଲା ଅଞ୍ଚଳର…

ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲେ ଡ୍ରାଇଭର, ନଚେତ ଚାଲି ଯାଇଥାନ୍ତା ଅନେକ ଅମୂଲ୍ୟ ଜୀବନ

ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଠିକ ସମୟରେ ବସଟିକୁ ପାଠାଗାର ଭିତରକୁ ପଶେଇ ଦେଇଥିଲେ । ଫଳରେ ଡ୍ରାଇଭର…

ଘର ଆଗରେ ହୁତୁ ହୁତୁ ହୋଇ ଜଳିଗଲା କାର, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ

କୋରାପୁଟ (କେନ୍ୟୁଜ): ହୁତୁ ହୁତୁ ହୋଇ ଜଳିଗଲା କାର । ରାତି ଅଧରେ ଘର ଆଗରେ ଥିବା କାରରେ ଅଗ୍ନିକାଣ୍ଡ । କୋରାପୁଟ ସହରର ବନବାସୀ କଲୋନୀର ଘଟଣା । ଗୋଟିଏ କାରରେ ନିଆଁ ଲାଗିଥିବା ବେଳେ ପାଖରେ ଥିବା ଆଉ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

କୂଅରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ; ମଦ ପାଇଁ ହତ୍ୟା, ୩ ଜଣଙ୍କୁ ଗିରଫ କଲା ପୋଲିସ

କୋରାପୁଟ (କେନ୍ୟୁଜ୍‌): ମଦ ପାଇଁ ମାରିଦେଲେ । ଗତ ୩୧ ତାରିଖରେ କୂଅରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ । ମୃତକ ହେଲେ, ଉମେଶ ଯାଦବ। ମୃତକଙ୍କ ମୋବାଇଲ ଫୋନକୁ ଟ୍ରାକ କରି ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଉମେଶ ବୋରିଗୁମ୍ମା…

କୋରାପୁଟରେ ପକ୍ଷୀ ଗଣନା ଆରମ୍ଭ, ୨୩ଟି ସ୍ଥାନରେ ଚାଲିଛି ଗଣନା କାର୍ଯ୍ୟ

କୋରାପୁଟ (କେନ୍ୟୁଜ୍‌ ଓଡ଼ିଶା): କୋରାପୁଟରେ ପକ୍ଷୀ ଗଣନା । କୋରାପୁଟ ବନଖଣ୍ଡରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୬ଟି ରେଞ୍ଜର ୨୩ଟି ସ୍ଥାନରେ ଚାଲିଛି ଗଣନା କାର୍ଯ୍ୟ । ବାଘରା, ଡଙ୍ଗରମାଳିଗୁଡ଼ା, ରାଣିଗଡ଼, ଦାମନଯୋଡ଼ି ରେଡମଡ ପଣ୍ଡ, କୋଲାବ, କେଚଲା, ନାରାୟଣପାଟଣା, ଦଶମନ୍ତପୁର ସମେତ ୨୩ଟି…

କୋରାପୁଟ ଡଙ୍ଗାବୁଡ଼ି ଘଟଣା ; ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ସରକାର

କୋରାପୁଟ : ଶୀତୁଆ ଦିନକୁ ମାଡ଼ି ଆସୁଥିଲା ଅନ୍ଧାର ରାତି । ଡଙ୍ଗାରେ ନଦୀ ପାର୍‌ ହେଉଥିଲେ । ହେଲେ ଏହି ନଦୀ ଯାତ୍ରା ହେଲା କାଳ । ମଝି ନଈରେ ହଠାତ୍‌ ମାଡ଼ି ଆସିଥିଲା ସୁଅ । ଉଚ୍ଛୁଳା ପାଣିରେ ଡଙ୍ଗାଟି ଟଳ ମଳ ହୋଇ ବୁଡ଼ିଗଲା। ବଞ୍ଚାଅ ବଞ୍ଚାଅ ବିକଳ ଚିତ୍କାରରେ ଫାଟି ପଡ଼ୁଥିଲା ନଦୀ କୂଳ ।…

ଦେହରେ ସେଲୋଟେପ ମାରି ଗଞ୍ଜେଇ ଚାଲାଣ, ୨୮ କେଜି ଗଞ୍ଜେଇ ଜବତ

ଗଂଜେଇ ଚାଲାଣର ନୂଆ ତରିକା, ଗାଡି ବଦଳରେ ଏବେ ମଣିଷ ସାଜିଛି ଗଂଜେଇ ଚାଲାଣର ମାଧ୍ୟମ । ଦେହରେ ସେଲୋଟେପ ମାରି କରାଯାଉଛି ଗଞ୍ଜେଇ ଚାଲାଣ । ୨୮ କେଜି ଗଞ୍ଜେଇ ସହ ବସଷ୍ଟପରୁ ମାଫିଆକୁ ଗିରଫ କଲା କୋରାପୁଟ ପାଡୁଆ ଥାନା ପୋଲିସ । କୋଲକାତା ଅଞ୍ଚଳର ଜଣେ ଯୁବକ ୭ କିଲୋ ଗଞ୍ଜେଇକୁ ନିଜ ଦେହରେ…

କଫିି ଚାହିଦା ଦେଖି ଓଡିଶାରେ ୧.୫ ଲକ୍ଷ ହେକ୍ଟର କଫି ଚାଷ କରିବାକୁ ଲକ୍ଷ୍ୟ, ଆନନ୍ଦରେ ଚାଷୀ

କୋରାପୁଟ(କେନ୍ୟୁଜ): କଫି ନାଁ ଶୁଣିଲେ ଲୋଭ ଆସେ । କିଛି ଲୋକ ଦିନର ଆରମ୍ଭ କଫିରୁ ହିଁ କରିଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି । ତେଣୁ ଓଡିଶାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ…

କୋରାପୁଟରେ ଡବଲ ମର୍ଡର, ଯୁବକଙ୍କ ମୃତ୍ୟୁ ପ୍ରତିଶୋଧ ନେଇ ଆଉ ଜଣଙ୍କୁ ହତ୍ୟା

କୋରାପୁଟ (କେନ୍ୟୁଜ): କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ ଡବଲ ମର୍ଡର । ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଟେମା ଗାଁ ଗୋବର୍ଦ୍ଧନ ପାଣ୍ଡକା । ତେବେ ଗୋବର୍ଦ୍ଧନଙ୍କ ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଖବର…

କୋରାପୁଟ: ଭାରସାମ୍ୟ ହରାଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ, ୪ ଗୁରୁତର

କୋରାପୁଟ(କେନ୍ୟୁଜ୍): କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା।  ଭାରସାମ୍ୟ ହରାଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ। ଘଟଣା ସ୍ଥଳରେ ସାମ୍ନାରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତର…

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଭୋଗିଲା ଜେଲଦଣ୍ଡ, ୧୫ ବର୍ଷ ପରେ ଆସି ପୁଣି ଦ୍ୱିତୀୟ ସ୍ତ୍ରୀକୁ ମାରିଲା

ଜୟପୁର (କେନ୍ୟୁଜ): ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଜେଲ୍‌ ଯାଇଥିଲା। ୧୫ ବର୍ଷ ଜେଲଦଣ୍ଡ ପରେ ମଧ୍ୟ ବଦଳିଲାନି ମାନସିକତା । ଜେଲ୍‌ରୁ ଆସିଲା ପରେ ପୁଣି ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କଲା । କୋରାପୁଟ୍‌ ଜିଲ୍ଲା ଜୟପୁର ସହରାଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏନେଇ ଅଭିଯୋଗ ହେବା ପରେ…

ଆଜିଠୁ କୋରାପୁଟରୁ କିରଣ୍ଡୁଲକୁ ଚାଲିବ ଟ୍ରେନ, ଦୀର୍ଘ ୧୬ଦିନ ପରେ ରେଳ ଚଳାଚଳ ସ୍ବାଭାବିକ

କୋରାପୁଟ (କେନ୍ୟୁଜ): ଆଜିଠୁ କୋରାପୁଟରୁ କିରଣ୍ଡୁଲକୁ ପୁଣି ଚାଲିବ ଟ୍ରେନ । ଦୀର୍ଘ ୧୬ଦିନ ପରେ ରେଳ ଚଳାଚଳ ସ୍ବାଭାବିକ ହେବ । ସୋମବାର ବିଳମ୍ବିତ ରାତିରେ OHE ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା। ପରେ ପ୍ରାଥମିକ ପର୍ଯ୍ୟାୟରେ କୋରାପୁଟ-କିରଣ୍ଡୁଲ ରେଳପଥରେ ମାଲବୋଝେଇ ଗାଡି ଚଳାଚଳ…