Browsing Tag

koraput

ଆସନ୍ତା ୨ରୁ କୋରାପୁଟରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା, ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ

କୋରାପୁଟ (କେନ୍ୟୁଜ): ଆସନ୍ତା ୨ ତାରିଖରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସରକାରୀ ବସ୍ । ତାପୂର୍ବରୁ ମୋ ବସ୍ ଷ୍ଟାଣ୍ଡ ଓ ଲକ୍ଷ୍ମୀ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବୈଠକରେ…

ଟ୍ରାକରେ ପଡ଼ିଲା ପଥର, ୮ଟି ଟ୍ରେନ ଚଳାଚଳ ବାତିଲ

କୋରାପୁଟ (କେନ୍ୟୁଜ): ଟ୍ରାକରେ ପଡ଼ିଲା ପଥର, ଅଟକିଲା ଟ୍ରେନ୍ । କୋରାପୁଟ ଜିଲ୍ଲା ଜରଟି ଓ ମାନବର ନିକଟ ଟ୍ରାକରେ ପଥର ଖସି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରେ ପଥର ପଡ଼ିବାରୁ ଅଟକି ରହିଛି ଟ୍ରେନ୍ । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୮ଟି ଟ୍ରେନ ଚଳାଚଳକୁ ବାତିଲ…

ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ: ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

କୋରାପୁଟ (କେନ୍ୟୁଜ): ସ୍କୁଲରେ ଅଗ୍ନିକାଣ୍ଡ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲଜ ଦାସିନି ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ । ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର , ଚେୟାର,ଟେବୁଲ ଓ ଅନ୍ୟାନ୍ୟ ଜିନିଷ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ସ୍କୁଲ ଭିତରୁ…

ଚଳନ୍ତା ବସରେ ଲାଗିଲା ନିଆଁ, ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

କୋରାପୁଟ (କେନ୍ୟୁଜ): ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା। ହେଲେ ଏତେ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର…

ଜୟପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ନିଖୋଜ ମାମଲାରେ କୋରାପୁଟ ପୋଲିସକୁ ମିଳିଛି ସଫଳତା, ଅଟୋ ଡ୍ରାଇଭର ମୁଖ୍ୟ…

ଜୟପୁର(କେନ୍ୟୁଜ୍):  ଚାରିମାସ ପରେ ହତ୍ୟା ମାମଲାର ଫର୍ଦ୍ଦାଫାସ। ଜୟପୁରର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ନିଖୋଜ ଥିବା ମାମଲାରେ କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ସେ ନିଖୋଜ ନୁହନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଥିବାକୁ ନେଇ ସ୍ପଷ୍ଟ କରିଛି ପୁଲିସ।…

ଗୁଳି ଫୁଟି ପୋଲିସ କର୍ମଚାରୀ ଗୁରୁତର: ଅସାବଧାନତାବଶତଃ ଗୁଳି ଫୁଟିଛି ନା ଆତ୍ମହତ୍ୟା ଉଦ୍ୟମ ସ୍ପଷ୍ଟ ହୋଇନାହିଁ

କେନ୍ୟୁଜ୍(ବ୍ୟୁରୋ):  କୋରାପୁଟରେ ଗୁଳି ଫୁଟି ପୋଲିସ କର୍ମଚାରୀ ଗୁରୁତର । ଅସାବଧାନତାବଶତଃ ଗୁଳି ଫୁଟିଛି ନା ଆତ୍ମହତ୍ୟା ଉଦ୍ୟମ ସ୍ପଷ୍ଟ ହୋଇନାହିଁ । ଆଜି ସକାଳେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି । ଗୁରୁତର ଆହତ ଡେପୁଟୀ ସୁବେଦାର ନରେନ୍ଦ୍ର ବିଶ୍ଵାଳଙ୍କଙ୍କୁ…

ଜାମୁଝରି ମୁକ୍ତକାଶ ଜେଲରେ ଜେଲରଙ୍କ ଉତ୍ପାତ : ସୁପରିଟେଣ୍ଡେଣ୍ଟଙ୍କୁ ମାଡ଼ ମାରି ହେଲେ ନିଲମ୍ବିତ

ଭୁବନେଶ୍ୱର (କେନ୍ୟୁଜ): ଜେଲ ଅଧିକ୍ଷକଙ୍କୁ ମାଡ଼ ମାରି ଜେଲର ନିଲମ୍ବିତ। ଭୁବନେଶ୍ୱରରେ ଜାମୁଝରି ମୁକ୍ତାକାଶ ଜେଲରେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର । ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ପିଟିଲେ । ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବିତ କଲା ଜେଲ ବିଭାଗ । ଥାନାରେ ମାମଲା ପରେ…

ମେଟାପାଡୁରେ ବଢୁଛି ଝାଡ଼ାବାନ୍ତି, ଦୁଇ ମୃତ

କୋରାପୁଟ(କେନ୍ୟୁଜ୍‌) : ମେଟାପାଡୁରେ ବଢୁଛି ଝାଡ଼ାବାନ୍ତି । ତିନି ଦିନରେ ଦୁଇ ମୃତ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ୍‌ ଅନ୍ତର୍ଗତ ତଳ ଗୋଲୁର ପଞ୍ଚାୟତର ମେଟା ପାଡୁ ଗ୍ରାମରେ ବ୍ଯାପିଛି ଝାଡ଼ାବାନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ପଟାଙ୍ଗି ସ୍‌ାସ୍ଥ୍ୟ…

ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ଭାଇ, ଚାଲିଗଲା ଜୀବନ

କୋରାପୁଟ(କେନ୍ୟୁଜ୍): ପୋଖରୀରେ ବୁଡ଼ି ୨ଭାଇଙ୍କ ସଲିଳ ସମାଧି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଖଡାପୁଟ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଲବ କିର୍ସାନୀଙ୍କ ୨ପୁଅ ପ୍ରାଣ ହରାଇଛନ୍ତି। ମୃତ ୨ଭାଇ ହେଲେ ୮ ବର୍ଷ ବୟସ୍କ ପତିନ୍ଦ୍ର କିର୍ସାନୀ ଓ ୭ବର୍ଷ ର ଅମିର କିର୍ସାନୀ। ଦିନ ପ୍ରାୟ…

ପୁଣି ଦୁର୍ଘଟଣା ନେଲା ଜୀବନ : କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା; ବାପା, ମା ଓ ଛୁଆ ମୃତ

କୋରାପୁଟ (କେନ୍ୟୁଜ): ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ୩ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ…

କୋରାପୁଟ: ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ, ସୁନାବେଡା ମେଡିକାଲରେ ଭର୍ତ୍ତି

କୋରାପୁଟ(କେନ୍ୟୁଜ୍): ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ । ୩୨ ଜଣ ସୁନାବେଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୨ଜଣକ ଚିକିତ୍ସା ଜାରି ରହିଛି ।୧୧ ଜଣ ଦାମନଯୋଡ଼ି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର…

ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ, ଥାନାରେ ପୁତ୍ରହନ୍ତା ଅଟକ

କୋରାପୁଟ (କେନ୍ୟୁଜ): ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ପୁଅ ସୁରେନ୍ଦ୍ର ବୁଡିଆର ମୃତ୍ୟୁ ଘଟିଛି। ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି। ପାରିବାରିକ କଳହ କିମ୍ବା…