ଆପଣ ପୂର୍ବରୁ କେବେ ଦେଖିନଥିବେ ଏଭଳି ପାଗଳାମି : ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଆପଣଙ୍କ ଦେଖି ପାଗଳାମି ଛଡା ଆଉ କିଛି କହିବେନି। ଏହି ଭିଡିଓ କୋଷ୍ଟାରିକାର ଡୋମିନିକଲର ରହିଛି। ଯେଉଁଠି ଏକ ସମୁଦ୍ର କୂଳରେ ଜଣେ ବ୍ୟକ୍ତି ଏପରି କିଛି କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା।
ଆପଣ ଗାଁ…