Browsing Tag

KPL spot fixing case

କେପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲାରେ ଆଉ ୨ ଗିରଫ, ଧିମା ବ୍ୟାଟିଂ ପାଇଁ ନେଇଥିଲେ ୨୦ ଲକ୍ଷ

ପୁଣିଥରେ କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂ ମାମଲା ସାମ୍ନାକୁ ଆସିଛି। ଏଥରକ କର୍ଣ୍ଣାଟକ ପ୍ରିମିୟର ଲିଗ୍‌(କେପିଏଲ୍‌)ରେ ସ୍ପଟ ଫିକ୍ସିଂ ହୋଇଥିବା ଜଣାଯାଇଛି। ସ୍ପଟ୍‌ ଫିକ୍ସିଂ ମାମଲାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବେଲ୍ଲାରୀ ଟିମ୍‌ର କ୍ୟାପ୍‌ଟେନ୍‌ ସିଏମ୍‌ ଗୌତମ ଏବଂ…