କୃଷ୍ଣଙ୍କ ପ୍ରେମରେ ପଡ଼ିଗଲେ ଋଷୀୟ ମହିଳା, ଘର ଓ ପତିଙ୍କୁ ଛାଡ଼ି ଆସି ରହିଲେ କୃଷ୍ଣ କ୍ଷେତ୍ରରେ
କେନ୍ୟୁଜ୍: ଲୀଳାମୟ ଶ୍ୟାମସୁନ୍ଦରଙ୍କ ପ୍ରେମରେ ଥରେ ଯିଏ ପଡ଼ିଛି ତାର ଜୀବନ ଧନ୍ୟ ହୋଇଯାଇଛି । ଆଉ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଭକ୍ତ ସାଲବେଗଙ୍କୁ ଆମେ ଦେଖିନୁ, ଦାସିଆ ବାଉରୀଙ୍କୁ ବି ଦେଖିନୁ ହେଲେ ଏବେ ଦେଖୁଛୁ ଏହି ଋଷି ମହିଳାଙ୍କୁ । ଯିଏ ନିଜ ସ୍ୱାମୀ,…