ଚର୍ଚ୍ଚାରେ କ୍ରିତି ସାନନଙ୍କ ନୂଆ ଲୁକ୍, ଫଟୋ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ
କ୍ରିତି ସାନନ୍ ବର୍ତ୍ତମାନ ତାଙ୍କ ଭଉଣୀ ନୁପୁର ସାନନ୍ ଏବଂ ବଏଫ୍ରେଣ୍ଡ କବୀର ବାହିୟାଙ୍କ ସହ ଗ୍ରୀସରେ ଛୁଟି ମନାଉଛନ୍ତି । ଗତ କିଛି ଦିନ ହେବ କ୍ରିତି ତାଙ୍କ ଡେଟିଂ ଗୁଜବ ପାଇଁ ହେଡଲାଇନରେ ରହିଛନ୍ତି, କିନ୍ତୁ ଏସବୁ ମଧ୍ୟରେ ସେ ଏକ ଭିଡିଓ ସେୟାର କରିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି…