କ୍ରୁଜ୍ ଡ୍ରଗ୍ସ ପାର୍ଟି ଲିଙ୍କରେ ଓଡିଶାରୁ ଥିଲେ ଦୁଇଜଣ, ଅତିଥି ସାଜି ଖୁବ୍ ମସ୍ତୀ କରିଥିଲେ
କେନ୍ୟୁଜ୍(ବ୍ୟୁରୋ): ତଦନ୍ତ ଆଗଉଛି । ଖୋଲୁଛି କ୍ରୁଜ୍ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ବଢୁଛି ଗିରଫଦାରୀ । ଏନସିବି ସ୍କାନରକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ଅଭିଯୁକ୍ତ । ଏବେ ସାମନାକୁ ଆସିଛି ଓଡ଼ିଶା ଲିଙ୍କ୍ । କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଥିଲେ ଦୁଇ…