Browsing Tag

kuchinda

ବୃଦ୍ଧାଙ୍କୁ ମିଲିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ

ସମ୍ବଲପୁର(କେନ୍ୟୁଜ) : ଆଜି ବି ଅନ୍ଧବିଶ୍ବାସ ଲୋକଙ୍କ ମନରେ ରହିଛି । ବୃଦ୍ଧାଙ୍କୁ ନେଲେନି କାନ୍ଧରେ ଶେଷରେ ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ଶବ ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ୍ବାର୍ଡ ନଂ ୫ ଠାରେ ଗୋମତୀ ଛତ୍ରିଆ ( ୮୦) ନିଜ ଝିଅ ସମିତା ଗୁରୁ ୩୫ ଓ ଜ୍ବାଇଁ ମନବୋଧ ଗୁରୁଙ୍କ ସହିତ…

ଜାତୀୟ କଳା ଉତ୍ସବରେ ଦ୍ଵିତୀୟ ସ୍ଥାନ ଅଧିକାର କଲେ ଆଶୀର୍ବାଦ, ନିଖୁଣ ଭାବେ ଦେଖାଇଲେ କଳାର ଯାଦୁ

ସମ୍ବଲପୁର (କେନ୍ୟୁଜ):- ଓଡ଼ିଶାରେ ଅନେକ ପ୍ରତିଭାବାନ ଛାତ୍ର ଅଛନ୍ତି । ସେମାନଙ୍କ କଳା ପ୍ରତିଭା ପାଇଁ ସେମାନେ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସା ସାଉଣ୍ଟିଥାନ୍ତି । ନିକଟରେ ଆଶୀର୍ବାଦ ମହାନ୍ତି ମଧ୍ୟ ନିଜ ସଙ୍ଗୀତର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ କରିଛନ୍ତି ଆକର୍ଷିତ…

ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ; ଜୀବନଯାତ୍ରା ଠପ୍

କୁଚିଣ୍ଡା (କେନ୍ୟୁଜ): ଜିଲ୍ଲା ମାନ୍ୟତା ଦାବି ନେଇ କୁଚିଣ୍ଡା ବନ୍ଦ । ଆଜି କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଜରୁରୀ କାଳୀନ ସେବାକୁ ବାଦ ଦେଇ ସମସ୍ତ…

ପାଚେରୀ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା

କୁଚିଣ୍ଡା (କେନ୍ୟୁଜ): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ଙ୍କ ଘର ବାଉଣ୍ଡରି କାନ୍ଥ ନିକଟରୁ ଆଜି ସକାଳୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁକୁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ…

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କୁଚିଣ୍ଡା (କେନ୍ୟୁଜ): ଅଜଣା ଗାଡ଼ି ଧକ୍କା ନେଲା ୨ ଜୀବନ । କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟ ହୋଇଛି । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ୱର ଧାନ ଏବଂ ପଣ୍ଡରୀକଟା ଗାଁରେ ଦଧି ଦର୍କା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଉଭୟ ବୁଧବାର ଦିନ…

OSRTC ବସ୍‌ ପୁଣି ଦୁର୍ଘଟଣା: ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଦେଲା ଧକ୍କା, ୫ ଆହତ

କୁଚିଣ୍ଡା (କେନ୍ୟୁଜ): ଓଏସଆରଟିସି ବସ ପୁଣି ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବାଇପାସ ରାସ୍ତାରେ କେନ୍ଦୁଝର -ବଲାଙ୍ଗୀର ସରକାରୀ ବସ ଦୁର୍ଘଟଣା ହୋଇଛି l ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା…

ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ, ଅନିର୍ଦ୍ଦିଷ୍ଟକାଳ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡାକରା

କୁଚିଣ୍ଡା (କେନ୍ୟୁଜ): ୧୨ଟି ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ । ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମରା ଠାରେ ରେଳ ରୋକ କରାଯିବ ସହ ବାମରା ସମ୍ପୂର୍ଣ୍ଣ ବନ୍ଦ ରହିଛି । ବାମରା ରେଳ ଷ୍ଟେସନରେ କରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣୀ ଥିଲା । ମାତ୍ର କରୋନା ପରେ…

ସମ୍ବଲପୁର: ନାଳରେ ଭାସିଗଲା କାର୍, ୨ ଜଣଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ନକଟିପାଲି ନାଳାରେ ଗତକାଲି ସନ୍ଧ୍ୟାରେ ଏକ କାର ପାରି ହେଉଥିବାବେଳେ ପାଣି ସ୍ରୋତରେ  ଭାସିଯାଇଥିଲା। ରାତିସାରା ଅଗ୍ନିଶମ ବିଭାଗ,ପୋଲିସ ଖୋଜାଖୋଜି କରିବା ପରେ ଆଜି ସକାଳୁ ପାଣି ଭିତରେ ଥିବା କାରଭିତରୁ ଦୁଇଜଣଙ୍କର ମୃତଦେହ ଉଦ୍ଧାର…

ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର

କୁଚିଣ୍ଡା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା । ଜବତ ଗାଡ଼ିର ଜରିମାନା ରାଶିକୁ କମାଇ ଦେବାକୁ କହି ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ…

ଗଛରୁ ଡେଇଁ ମାନସିକ ଅନଗ୍ରସରଙ୍କ ଭାଙ୍ଗିଲା ଅଣ୍ଟା ଓ ଗୋଡ଼, ଉଦ୍ଧାର କଲା ଅଗ୍ନିଶମ

କୁଚିଣ୍ଡା(କେ.ନ୍ୟୁଜ): ଗଛରୁ ଡେଇଁ ମାନସିକ ଅନଗ୍ରସର ଗୁରୁତର। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି (ଭାଟିପଡ଼ା) ନିକଟରେ ଥିବା ଏକ ବିରାଟ ବରଗଛରେ ଜଣେ ପ୍ରାୟ ୩୦ ବର୍ଷୀୟ ମାନସିକ ଅନଗ୍ରସର ଯୁବକ ହଠାତ ଚଢ଼ି ଯାଇଥିଲା। ମାତ୍ର ସେ ଓହ୍ଲାଇବାକୁ ଚେଷ୍ଟା କରୁଥିବା…

ଝାରମୁଣ୍ଡା ହତ୍ୟାକାଣ୍ଡ ଘଟଣାର ହେଲା ପର୍ଦ୍ଦାଫାସ୍, ଗିରଫ ପରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

କୁଚିଣ୍ଡା: ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ପଧାନପାଲି ଝାରମୁଣ୍ଡା ଗ୍ରାମରେ ବାଇଗଣ ବାଡିରେ ପର୍ବତପଡାର ସନ୍ତୋଷ ଟପ୍ପୋ(୭୦) ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ । ହତ୍ୟାକାଣ୍ଡ ଘଟଣାରେ ଝାରମୁଣ୍ଡା ଗ୍ରାମର ଟଙ୍କଧର ରଣବିଡା,ପବିତ୍ର  ପ୍ରଧାନ,ଅଲେଖ ପ୍ରଧାନ…

କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ ସଫଳତା, କିସ୍‌ର ତିନି ଛାତ୍ରୀ ସମ୍ବର୍ଦ୍ଧିତ

କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା କିସ୍‌ର ତିନି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା। କୁଚିଣ୍ଡା ବ୍ଲକର ତିନି ପ୍ରତିଭାବାନ ଖେଳାଳି ଓ କିସ୍‌ ଛାତ୍ରୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଟାଇଁସର ପଞ୍ଚାୟତ କଦୋପଡ଼ା ଗାଁର କରିସ୍ମା କିଶାନ ଭୁବନେଶ୍ୱର…