ବୃଦ୍ଧାଙ୍କୁ ମିଲିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ
ସମ୍ବଲପୁର(କେନ୍ୟୁଜ) : ଆଜି ବି ଅନ୍ଧବିଶ୍ବାସ ଲୋକଙ୍କ ମନରେ ରହିଛି । ବୃଦ୍ଧାଙ୍କୁ ନେଲେନି କାନ୍ଧରେ ଶେଷରେ ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ଶବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ୍ବାର୍ଡ ନଂ ୫ ଠାରେ ଗୋମତୀ ଛତ୍ରିଆ ( ୮୦) ନିଜ ଝିଅ ସମିତା ଗୁରୁ ୩୫ ଓ ଜ୍ବାଇଁ ମନବୋଧ ଗୁରୁଙ୍କ ସହିତ…