୩ ଦିନ ଧରି ବେଶ ଧୁମଧାମରେ ଦୀପାବଳି ପାଳନ କରନ୍ତି କୁଡ଼ୁମି ସଂପ୍ରଦାୟର ଲୋକେ
ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେ ଏହି ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ କୁଡ଼ୁମି ସଂପ୍ରଦାୟର ଲୋକମାନେ ମଧ୍ୟ କୌଣସି କ୍ଷେତ୍ରରେ ପଛୁଆ ନାହାଁନ୍ତି । ବିଶେଷ କରି ୩ ଦିନ ଧରି ବେଶ ଧୁମଧାମରେ ପାଳନ କରା ଯାଇଥାଏ…