Browsing Tag

kulbhusan yadav

କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ମିଡିଆରେ ନୂଆ ଚର୍ଚ୍ଚା, ଅପିଲ ପାଇଁ ସୁଯୋଗ ଦିଆଯିବା ନେଇ ଆସିଲା ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):   ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ମିଡିଆରେ ନୂଆ ଚର୍ଚ୍ଚା। ତାଙ୍କୁ ଅପିଲ ପାଇଁ ସୁଯୋଗ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଅପିଲ ପାଇଁ ସୁଯୋଗ ଦେବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସଙ୍କ ନିର୍ଦ୍ଦେଶ ଥିଲା। ପାକିସ୍ତାନ…

କୁଳଭୂଷଣଙ୍କ ପୁନଶ୍ଚ କାଉନ୍‌ସିଲ୍‌ ପାଇଁ ମନା କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା କୁଳଭୂଷଣଙ୍କୁ ଆଉ ଥରେ କାଉନ୍‌ସିଲ୍‌ କରିବାକୁ ମନା କଲା ପାକିସ୍ତାନ। ଏନେଇ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଫୈସଲ କହିଛନ୍ତି ଯେ କୁଳଭୂଷଣଙ୍କର ଆଉ କାଉନ୍‌ସିଲ୍‌ କରାଯିବ ନାହିଁ। ତେବେ ଏହି ମାମଲାରେ ଭାରତ…

ଗାଲୁଆମିର ସୀମା ପାର କରୁଛି ପାକିସ୍ତାନ, କୁଳଭୂଷଣଙ୍କୁ ମିଛ କହିବାକୁ ବାଧ୍ୟ କରୁଛି

କୁଳଭୂଷଣଙ୍କୁ ମିଛ କହିବାକୁ ବାଧ୍ୟ କରାଯାଉଛି। ପାକିସ୍ତାନ ସେନା, ପୋଲିସ ଓ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି ତାଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ଚାପରେ ଅଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହି କୁହାଯାଇଛି। ଆଇଜେର ନିର୍ଦ୍ଦେଶ କ୍ରମେ କୁଳଭୂଷଣଙ୍କୁ ଆଜି କନସୁଲାର…

କୁଳଭୂଷଣଙ୍କ ଫଇସଲା, ଫାଶୀ ଉପରେ ରୋକ ଲଗାଇଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍

କୁଳଭୂଷଣ ମାମଲାରେ ଭାରତର ବଡ଼ ବିଜୟ। ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍‌। ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ହେଗ୍‌ ସ୍ଥିତ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ ବା ICJ। ମିଳିତ ଜାତିସଂଘର ନ୍ୟାୟିକ ଅନୁଷ୍ଠାନ ହେଉଛି ଆଇସିଜେ। ମାମଲାର ଶୁଣାଣି କରି ICJ କହିଛନ୍ତି,…