Browsing Tag

kuldeep yadav

ମୁକେଶଙ୍କ ଉପରେ ରାଗିଗଲେ କୁଲଦୀପ ଯାଦବ, ଶାନ୍ତ କରାଇଲେ ରିଷଭ ପନ୍ତ : ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟରେ ମ୍ୟାଚ ଜିତିଯାଇଥିଲା । ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ରାଗ ଦେଖିବାକୁ ମିଳିଥିଲା । ଏମିତି କିଛି ଘଟିଥିଲା, ଯେଉଁଥିରେ କୁଲଦୀପ…

ପୁଣି କୁଲଦୀପଙ୍କ କମାଲ, ୪ ୱିକେଟରେ କୋଲକାତାକୁ ହରାଇଲା ଦିଲ୍ଲୀ

ପୁଣି ଚମକିଲେ କୁଲଦୀପ ଯାଦବ । ଦିଲ୍ଲୀ କ୍ୟାପିଟାଲସ୍‌ ୪ ଓ୍ଵିକେଟରେ ବିଜୟୀ । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଯାଦୁକରୀ ସ୍ପିନ ବୋଲିଂ କରି କୁଲଦୀପ ଯାଦବ ଦିଲ୍ଲୀ କ୍ୟାପିଟାଲସକୁ ବିଜୟୀ କରାଇଛନ୍ତି । ଦିଲ୍ଲୀ ୪ ଓ୍ଵକେଟରେ ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ମ୍ୟାଚରେ ପ୍ରଥମେ…

ହସପିଟାଲ ନୁହେଁ ଲନରେ ବସି କୋଭିଡ ଟିକା ନେଲେ କୁଲଦୀପ ଯାଦବ, ଯାଞ୍ଚ ଆଦେଶ

ଭାରତୀୟ କ୍ରିକେଟ ଟିମର ବୋଲର କୁଲଦୀପ ଯାଦବ କୋଭିଡ ପ୍ରୋଟୋକଲ ଭାଙ୍ଗି ଭିଆଇପି ଟ୍ରିଟମେଣ୍ଟ ନେଇ ଥିବା ଘଟଣାର ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଯାଦବ ଶିନବାର ଦିନ ଟିକାର ପ୍ରଥମ ଡୋଜ ନେବା ବେଳର ଫଟୋ ଟ୍ବିଟରରେ ସେୟାର କରିଥିଲେ । ଏହା ସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ କହିଛନ୍ତି।…

ତୃତୀୟ ଟେଷ୍ଟ ମ୍ଯାଚ ପୂର୍ବରୁ ଧମାକେଦାର ଡ୍ଯାନ୍ସ କଲେ ଅଶ୍ବିନ-କୁଲଦୀପ-ପାଣ୍ଡ୍ଯା, ଦେଖନ୍ତୁ ଭାଇରଲ ଭିଡିଓ

ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛି । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହା ଫେବ୍ରୁଆରୀ ୨୪ରୁ ଆରମ୍ଭ ହେବ । ଟେଷ୍ଟ୍ ମ୍ୟାଚ୍ ପାଇଁ ଭାରତୀୟ ଖେଳାଳି ନିଜକୁ ଫିଟ୍…