ଆମ ଗ୍ରହଣରେ ଆଉ ନାହାନ୍ତି କୁଲଦୀପ ନାୟର : ମୁଖ୍ଯମନ୍ତ୍ରୀ ଜଣାଇଛନ୍ତି ଶୋକ
ଭୁବନେଶ୍ବର(କେନ୍ଯୁଜ୍) : ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ବିୟୋଗ । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତକାଲି ଦିଲ୍ଲୀରେ ଆଖି ବୁଜିଛନ୍ତି କୁଲଦୀପ ନାୟାର । ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । କୁଲଦୀପ ଥିଲେ ଏକାଧାରାରେ ଜଣେ ସାମ୍ବାଦିକ, ଲେଖକ ଓ…