Browsing Tag

kullu

ଘରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଏହି ମନ୍ଦିର

କୁହାଯାଏ ପ୍ରେମରେ ସବୁବେଳେ ବାଧକ ସାଜନ୍ତି ପରିବାର ଲୋକ । ତେଣୁ ଅନେକ ସମୟରେ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇ ଯାଆନ୍ତି ନିଜ ସ୍ୱପ୍ନ ସାକାର କରିବା ପାଇଁ । ଫେରାର ହୋଇ ଯାଆନ୍ତି ନିଜ ସହରରୁ। ତେବେ ଏଭଳି ନିଷ୍ପତ୍ତି ସେମାନଙ୍କ ପାଇଁ ଆହୁରି କଷ୍ଟକର ହୁଏ । ଘରୁ ବାହାରି ଯିବା ପରେ ଅନେକ ବିପଦ…

ଭଗବାନ ଶିବଙ୍କ ରହସ୍ୟମୟ ମନ୍ଦିର, ଯେଉଁଠାରେ ୧୨ ବର୍ଷରେ ଗୋଟେ ଥର ନିଶ୍ଚିତ ହୁଏ ବଜ୍ରପାତ

ହିମାଚଳ ପ୍ରଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ୱତନ୍ତ୍ର ବିଶେଷତ୍ୱ ରହିଛି। ହିମାଚଳ ପ୍ରଦେଶର କୁଲ୍ଲ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମ ସ୍ଥଳ ପର୍ବତ ନିକଟ ଭଗବାନ ଶଙ୍କର…