Browsing Tag

kumar sanu

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ବଲିଉଡ୍‌ ସିଙ୍ଗର କୁମାର ସାନୁ

ଭୁବନେଶ୍ୱର (କେନ୍ୟୁଜ୍‌) : ଲିଙ୍ଗରାଜଙ୍କୁ ଦର୍ଶନ କଲେ ବଲିଉଡ୍‌ର ପ୍ରସିଦ୍ଧ ସିଙ୍ଗର କୁମାର ସାନୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କୁମାର ସାନୁ । ଆଜି ସେ ପ୍ରଥମେ ଲିଙ୍ଗରାଜ, ପ୍ରଭୁ ଗଜାନନ ଓ ମା ପାର୍ବତୀଙ୍କୁ ଦର୍ଶନ କରିଛନ୍ତି । ନିଜର ସ୍ୱାସ୍ଥ୍ୟ ସହ ସମସ୍ତଙ୍କ ସୁସ୍ଥତା କାମନା…

ମରାଠୀ ଭାଷାକୁ ନେଇ ଜାନ୍‌ଙ୍କ କମେଣ୍ଟ ପରେ ହାତ ଯୋଡ଼ି କ୍ଷମା ମାଗିଲେ ବାପା କୁମାର ସାନୁ, କହିଲେ-‘ତା ମା’ ତାକୁ କି…

କଲର୍ସ ଚ୍ୟାନେଲର ସବୁଠୁ ଲୋକପ୍ରିୟ ତଥା ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ରେ ନିକଟରେ କୁମାର ସାନୁଙ୍କ ପୁଅ ଜାନ୍‌ କୁମାର ସାନୁ ମରାଠୀ ଭାଷାକୁ ନେଇ ଟିପ୍ପଣୀ ଦେଇଥିଲେ। ଏହା ପରେ ଏମ୍‌ଏନ୍‌ଏସ୍‌ର ନେତା ଅମୟେ ଖୋପକର ବିରକ୍ତି ପ୍ରକାଶ କରିଛନ୍ତି। ସେ ବିଗ୍‌ବସ୍‌ ଶୋ’କୁ ବନ୍ଦ କରିବା ସହ…

ବଲିଉଡ ଗାୟକ କୁମାର ସାନୁ କରୋନା ସଂକ୍ରମିତ, ରଦ୍ଦ କଲେ ନିଜ ଆମେରିକା ଯାତ୍ରା

ବଲିଉଡର ଜଣାଶୁଣା ଗାୟକ କୁମାର ସାନୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜ ପରିବାରକୁ ଦେଖା କରିବା ପାଇଁ ଲସ ଏଞ୍ଜିଲସ ଯିବାର ଥିଲା। କିନ୍ତୁ ଏବେ ସେ ନିଜ ଯାତ୍ରାକୁ ରଦ୍ଦ କରିଦେଇଛନ୍ତି। ତାଙ୍କଠାରେ କୋଭିଡର କୌଣସି ଲକ୍ଷଣ ନାହିଁ। କିନ୍ତୁ…

୧୭ ବର୍ଷ ପରେ ଗାୟକ କୁମାର ସାନୁ କଲେ ଖୁଲାସା, “ପ୍ରଥମ ଝିଅ ମୋ ପୋଷ୍ୟ ସନ୍ତାନ ଏବଂ…..”

ମୁମ୍ବାଇ : ସମୟ ଥିଲା ପ୍ରେମୀକଙ୍କ ମନରେ ରାଜ କରୁଥିଲେ ଗାୟକ କୁମାର ସାନୁ। ତାଙ୍କର ତୁ ପ୍ୟାର କିସି ଓର କା, ତେରେ ଦର ପର ଆଦି ଗୀତ ଆଜି ମଧ୍ୟ ଲୋକଙ୍କ ମନରେ ଚିର ସବୁଜ ହୋଇ ରହିଛି। ତେବେ ଗାୟକ ଏବେ ତାଙ୍କ ଗୀତ ପାଇଁ ନୁହଁ ବରଂ ତାଙ୍କ ଦ୍ବାରା ହୋଇଥିବା ଏକ କଥାର ଖୁଲାସ ପାଇଁ ଚର୍ଚ୍ଚାର…