ହସ୍ପିଟାଲରେ ଭର୍ତ୍ତି ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ର ବରିଷ୍ଠ ନେତା ଏଚ୍.ଡି. କୁମାରସ୍ୱାମୀଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରବଳ ଜ୍ୱର ସହିତ ଥକ୍କାପଣ ରହିଛି। କୁମାରସ୍ୱାମୀଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ଗତ ସପ୍ତାହରେ କାର୍ଯ୍ୟ ବ୍ୟସ୍ତତା ହେତୁ…