ଟେନ୍ସନ୍ ବଢାଇବେ କି କୁମ୍ଭମେଳା ଫେରନ୍ତା? ଓଡ଼ିଶାରୁ ଯାଇଥିଲେ ପ୍ରାୟ ୪ ଶହ ଲୋକ, ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ…
ଭୁବନେଶ୍ବର: ଟେନ୍ସନ୍ ବଢାଇବେ କି କୁମ୍ଭମେଳା ଫେରନ୍ତା ? ଓଡ଼ିଶାରୁ କୁମ୍ଭ ମେଳାକୁ ଯାଇଥିଲେ ପ୍ରାୟ ୪ ଶହ ଲୋକ । ରାଜ୍ୟର ବିଭିନ୍ନ ସ୍ଥାନରୁ କୁମ୍ଭମେଳାକୁ ଯାଇଛନ୍ତି ଲୋକେ । କୁମ୍ଭମେଳାରୁ କରୋନା ସଂକ୍ରମଣ ବଢୁଥିବାରୁ ଆଉ ସମାବେଶ ହେବନି । ତେଣୁ କୁମ୍ଭମେଳାରେ ସାମିଲ ହୋଇଥିବା…