ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ଆଉ ଏକ ଝଟ୍କା, ଅଭିନେତ୍ରୀ କୁମ୍କୁମ୍ଙ୍କ ଦେହାନ୍ତ
ବଲିଉଡ୍କୁ ଆଉ ଏକ ଝଟ୍କା। ପୁଣିଥରେ ଅଶୁଭ ପ୍ରମାଣିତ ହୋଇଛି ବର୍ଷ ୨୦୨୦। ଗତ କିଛି ମାସ ହେବ ଇଣ୍ଡଷ୍ଟ୍ରୀର ବହୁ ଜଣାଶୁଣା କଳାକାର ଦୁନିଆକୁ ଅଲବିଦା କହିଥିବା ବେଳେ ଏବେ ଅଭିନେତ୍ରୀ କୁମ୍କୁମ୍ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।…