କଣ ଆପଣ ଜାଣନ୍ତି କି କୁରୁବଂଶ ଓ କୁରୁକ୍ଷେତ୍ର ବିଷୟରେ ଏହିସବୁ କଥା
ମହାଭାରତରେ ଅନୁଯାୟୀ ଭରତ ବଂଶର ରାଜା କୁରୁ ଯେଉଁ ଭୂମିକୁ ବାରମ୍ବାର ଚାଷ କରିଥିଲେ ସେହି ଭୂମି କୁରୁକ୍ଷେତ୍ର ନାମରେ ପ୍ରସିଦ୍ଧ ହୋଇଥିଲା । ରାଜା କୁରୁଙ୍କୁ ଭଗବାନ ଇନ୍ଦ୍ର ବରଦାନ ଦେଇଥିଲେ ଯେ ଏହି ଭୂମିରେ ଯେଉଁ ବୀର ପୁରୁଷ ଯୁଦ୍ଧ କରି ପ୍ରାଣ ହରାଇବ ସେ ସ୍ୱର୍ଗରେ ସ୍ଥାନ ପାଇବ ।
କୁରୁ…